ଅଗଷ୍ଟ ମାସର ଚତୁର୍ଥ ଶନିବାର 'ଗରିମା ଦିବସ'
/sambad/media/media_files/2026/08/22/garima1-2026-08-22-18-49-30.jpg)
/sambad/media/media_files/2026/08/22/garima2-2026-08-22-18-50-54.jpg)
/sambad/media/media_files/2026/08/22/garima3-2026-08-22-18-51-10.jpg)
/sambad/media/media_files/2026/08/22/garima4-2026-08-22-18-51-19.jpg)
ଏହି କାର୍ଯ୍ୟକ୍ରମରେ ବୀମା ରାଶି ପ୍ରଦାନ, ବାସଗୃହ ପାଇଁ ୱାର୍କ ଅର୍ଡର ବଣ୍ଟନ ସହ ଆଧୁନିକ ସୁରକ୍ଷା ଉପକରଣ ପ୍ରଦର୍ଶନୀର ଉଦ୍ଘାଟନ କରାଯାଇଥିବା ବେଳେ ୮ଟି ରାଜ୍ୟରୁ ଆସିଥିବା ବିଶେଷଜ୍ଞ ଓ କେନ୍ଦ୍ରୀୟ ପଦାଧିକାରୀମାନେ ଓଡ଼ିଶାର 'ଗରିମା ଯୋଜନା' ଓ 'ଜିରୋ ଫାଟାଲିଟି' ସଂକଳ୍ପକୁ ଦେଶ ପାଇଁ ଏକ ଉଦାହରଣ ଭାବେ ଅଭିହିତ କରିଛନ୍ତି।
/sambad/media/media_files/2026/08/22/garima5-2026-08-22-18-51-41.jpg)
/sambad/media/media_files/2026/08/22/garima6-2026-08-22-18-51-52.jpg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

