୯.୬.୨୦୨୬, ମଙ୍ଗଳବାର

ମେଷ: କାର୍ଯ୍ୟରେ ବିରୋଧ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁସମସ୍ୟା, ଅର୍ଥଚିନ୍ତା, ସ୍ବାସ୍ଥ୍ୟଲାଭ, ଗୃହେ ସହଯୋଗ, ସନ୍ତାନଖୁସି, ଦୂରଯାତ୍ରା, ନୂତନ କର୍ମନିଯକ୍ତି, ଦେବଦର୍ଶନ, ଅନୁଷ୍ଠାନରୁ ଲାଭ, ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୪, ଆରାଧନା- ପ୍ରଭୁ ହନୁମାନ।
ବୃଷ: ଦୂରଯାତ୍ରା ସଫଳ, ବ୍ୟବସାୟରେ ଲାଭ, ଅଚାନକ ଧନଲାଭ, ଶତ୍ରୁସମସ୍ୟା, ସମ୍ପତ୍ତିଲାଭ, ବନ୍ଧୁଲାଭ, ବିଘ୍ନନାଶ, ସୁସମ୍ବାଦପ୍ରାପ୍ତି, । ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ଶ୍ରୀଗଣେଶ।
ମିଥୁନ: ଭଲଆୟ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ସୁଖଦିନ, ନୂତନ ନିଯୁକ୍ତି, ଆର୍ଥିକ ଉନ୍ନତି, ସମ୍ପତ୍ତିଲାଭ, ଦାମ୍ପତ୍ୟସୁଖ, ବିଦ୍ୟାରେ ସଫଳ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମହାଲକ୍ଷ୍ମୀ।
କର୍କଟ: ଦୂରଯାତ୍ରାରେ ସତର୍କ, ବ୍ୟବସାୟରେ ସ୍ବଳ୍ପଲାଭ,ବିଶିଷ୍ଠ ବ୍ୟକ୍ତି ସହାୟତା, ଶରୀର ସୁସ୍ଥ, ପଡ଼ୋଶୀ କଳହ, ସମ୍ପତ୍ତିବିବାଦ, ଶତ୍ରୁସମସ୍ୟା, ଦାମ୍ପତ୍ୟକଳହ, ଅଚାନକ ଧନପ୍ରାପ୍ତି। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶୀ, ସଂଖ୍ୟା-୫, ଆରାଧନା-ମା’ ବଗଳାମୁଖୀ।
ସିଂହ: ଯାନ୍ତ୍ରିକତ୍ରୁଟି, ହେବାକାର୍ଯ୍ୟ ବିଳମ୍ବ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପଲାଭ, କର୍ମକ୍ଷେତ୍ରେ ସଫଳ, ପିଲାଙ୍କଖୁସି, ଅନୁଷ୍ଠାନରୁ ଲାଭ, ଅଯଥା ଅଶାନ୍ତି, ଚିଡ଼ିଚିଡ଼ାପଣରୁ ବିବାଦିତ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା-ଶଙ୍କର ଭଗବାନ।
କନ୍ୟା: ବାଣିଜ୍ୟରେ ଲାଭ, ନୂତନ କାର୍ଯ୍ୟରେ ଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଶୁଭ ଆଲୋଚନା, ଅଟକିଥିବା କାରଯର୍ଯ୍ୟ ସମ୍ପନ୍ନ, ସମ୍ପତ୍ତିଲାଭ, ସମସ୍ୟା ସମାଧାନ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା- ହନୁମାନଚାଳିଶାପାଠ।
ତୁଳା: ଧନପୁତ୍ରାଦି ଲାଭ, ନୂତନ କାର୍ଯ୍ୟରେ ଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ନୂତନ ବନ୍ଧୁଦର୍ଶନ, ଅଟକିଥିବା କାର୍ଯ୍ୟ ସମ୍ପନ୍ନ ସମ୍ପତ୍ତିଲାଭ, ସମସ୍ୟା ସମାଧାନ । ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା- ମା’ ମହାକାଳୀ।
ବିଛା: କାର୍ଯ୍ୟରେ ବ୍ୟସ୍ତ, ଦୂରଯାତ୍ରାେର କଷ୍ଟ, ସ୍ବାସ୍ଥ୍ୟଚିନ୍ତା, ଅର୍ଥଲାଭ, ବନ୍ଧୁଗୃହେ ଯାତ୍ରା, ଶୁଭଆଲୋଚନା, ଦ୍ରବ୍ୟଲାଭ, ଶତ୍ରୁ ପରାଜିତ, ବ୍ୟବସାୟିକ ଶତ୍ରୁତା, ଦାମ୍ପତ୍ୟଖୁସି । ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା- ପ୍ରଭୁ ନୃସିଂହ।
ଧନୁ: ମାନସିକ କଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ଅର୍ଥଚିନ୍ତା, ଅନୁଷ୍ଠାନରୁ ସଫଳତା, ବନ୍ଧୁସାହାଯ୍ୟ, ଶତ୍ରୁସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ସନ୍ତାନକଷ୍ଟ, ଈଶ୍ବରଭକ୍ତି। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ।
ମକର: ପୁରାତନ ରୋଗ ଉପଶମ, ଆର୍ଥିକ ଲାଭ, ସମ୍ପତ୍ତିଲାଭ, ନୂତନ କାର୍ଯ୍ୟରେ ନିଯୁକ୍ତି, ବ୍ୟବସାୟିକ ଲାଭ, ହଠାତ ଦୂରଯାତ୍ରା, ଦ୍ରବ୍ୟପ୍ରାପ୍ତି, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ । ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୯, ଆରାଧନା- ଗ୍ରାମଦେବତୀ।
କୁମ୍ଭ: ବ୍ୟବସାୟରେ ସ୍ବଳ୍ପଲାଭ, ମାନସିକ ଶାନ୍ତି, କାର୍ଯ୍ୟରେ ସଫଳ, ନୂତନ ଗୃହଲାଭ, ଶତ୍ରୁସମସ୍ୟା, ଅଯଥା ବିବାଦ, ଯାନବାହନେ ସତର୍କ, ବିଦ୍ୟାରେ ଅସଫଳ । ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୮, ଆରାଧନା-ମା’ ଭଗବତୀ।
ମୀନ: ଯାତ୍ରା ସଫଳ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ଶୁଭଆଲୋଚନା, ଅଳ୍ପ ସତ୍ରୁସମସ୍ୟା, ନୂତନ ନିଯୁକ୍ତି, ବିବାଦ ସମାଧାନ, ସମ୍ମାନପ୍ରାପ୍ତି, ମାନସିକ ଶାନ୍ତି, ବ୍ୟବସାୟରେ ଉନ୍ନତି। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ମା’ ମହାଲକ୍ଷ୍ମୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।