ସିଏମଓ ରୁ ଫାଇଲ ହଜିବା ଘଟଣା ,ମିଳି ନାହିଁ ତଥ୍ୟ - କ୍ରାଇମବ୍ରାଞ୍ଚ

Aug 06, 2026 - 12:26
ସିଏମଓ ରୁ ଫାଇଲ ହଜିବା ଘଟଣା ,ମିଳି ନାହିଁ ତଥ୍ୟ - କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ସିଏମଓ ରୁ ଫାଇଲ ହଜିବା ଘଟଣା । ମିଳିଲା ନାହିଁ ମଗାଯାଇଥିବା ତଥ୍ୟ । ସିଏମଓ ରୁ ୨ଟି ଗୁରୁତ୍ତ୍ୱପୂର୍ଣ୍ଣ ଫାଇଲ ହଜିବା ଘଟଣାରେ ଏଯାଏଁ କ୍ରାଇମବ୍ରାଞ୍ଚ କୁ ମିଳିପାରି ନାହିଁ ସମ୍ପୂର୍ଣ୍ଣ ତଥ୍ୟ । ସିଏମଓ,ଗୃହ ବିଭାଗ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଗାଯାଇଥିବା ତଥ୍ୟ ମିଳି ନଥିବା ସୂଚନା ମିଳିଛି । ଏନେଇ ପୁଣି ଥରେ ନୋଟିସ କରିପାରେ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କ୍ରାଇମବ୍ରାଞ୍ଚ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।