୬.୮.୨୦୨୬, ଗୁରୁବାର
ମେଷ: ଯାତ୍ରାରେ ଶୁଭ, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ଶତ୍ରୁତା, ଶାରୀରିକ କଷ୍ଟ, ବନ୍ଧୁଲାଭ, କର୍ମକ୍ଷେତ୍ରେ ସଫଳ, ଦ୍ରବ୍ୟଲାଭ, ମାମଲା ସମାଧାନ, ଯାନ୍ତ୍ରିକ ସମସ୍ୟା, ପାରିବାରିକ ସୁଖ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ବୃଷ: ଶତ୍ରୁରେ ବିଜୟ, ନୂତନ ନିଯୁକ୍ତି, ବ୍ୟବସାୟ ବୃଦ୍ଧି, ଶୁଭଖବର, ଉତ୍ସବରେ େଯାଗଦାନ, ଗୃହେ ଶତ୍ରୁତା, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଅର୍ଥପ୍ରାପ୍ତି, ଶୁଭକାର୍ଯ୍ୟ ସଫଳ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ
ମିଥୁନ: ଶତ୍ରୁବୃଦ୍ଧି, କର୍ମେ ଅଶାନ୍ତି, ଦେବକାର୍ଯ୍ୟରେ ଅାଗ୍ରହ, ଦୂରଯାତ୍ରା ସଫଳ, ଶୁଭସମାଚାର, ଅର୍ଥସମସ୍ୟା, କାର୍ଯ୍ୟରେ ଅସଫଳ, ଶରୀର ଅସୁସ୍ଥ, ହଠାତ୍ ଦୂରଯାତ୍ରା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୯, ଆରାଧନା-ମା’ ଗ୍ରାମଦେବତୀ
କର୍କଟ: ଯନ୍ତ୍ରଣାବୃଦ୍ଧି, କାର୍ଯ୍ୟରେ ସମସ୍ୟା, ଯାତ୍ରାରେ ସତର୍କ, ଶତ୍ରୁସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ନୂତନ କର୍ମେ ଲାଭ, ଅର୍ଥଲାଭ, ସନ୍ତାନସମସ୍ୟା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ
ସିଂହ: କାର୍ଯ୍ୟରେ ସଫଳ, ଦୂରଯାତ୍ରା, ନୂତନ ନିଯୁକ୍ତି, କର୍ମକ୍ଷେତ୍ରେ ଶାନ୍ତି, ସନ୍ତାନଚିନ୍ତା, ବିଦ୍ୟାରେ ସଫଳ, ଅର୍ଥଲାଭ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁସମସ୍ୟା, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ଲକ୍ଷ୍ମୀନାରାୟଣ
କନ୍ୟା: ବନ୍ଧୁମିଳନ, ବ୍ୟବସାୟରେ ସ୍ବଳ୍ପ ଲାଭ, ବିବାଦ ସମାଧାନ, ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ଶରୀର ସୁସ୍ଥ, ଦେବଦର୍ଶନ, ପୁରାତନ କାର୍ଯ୍ୟରେ ସମସ୍ୟା, ସ୍ବାଦିଷ୍ଠ ଭୋଜନ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ମା’ ବିମଳା
ତୁଳା: ଶୁଭକାର୍ଯ୍ୟରେ ଧନବ୍ୟୟ,ସମ୍ପର୍କରେ ଉନ୍ନତି, ଶରୀର ସୁସ୍ଥ, ବନ୍ଧୁସମସ୍ୟା, ଦେବକାର୍ଯ୍ୟରେ ଅାନନ୍ଦ, ସନ୍ତାନଲାଭ, ଦ୍ରବ୍ୟଲାଭ, ମାନସିକଶାନ୍ତି, ବିଦ୍ୟାରେ ସଫଳ, ଶୁଭଖବର, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା , ସଂଖ୍ୟା-୫, ଆରାଧନା-ପ୍ରଭୁ ଅାଶୁତୋଷ
ବିଛା: ମାନସିକ କ୍ଳେଶ, ବନ୍ଧୁଲାଭ, ସମ୍ପର୍କହାନି, ବାଣିଜ୍ୟରେ ଉନ୍ନତି, ଶରୀର ଅସୁସ୍ଥ, ସମ୍ମାନଲାଭ, ବରିଷ୍ଠ ବ୍ୟକ୍ତି ସହଯୋଗ, ଯାତ୍ରାରେ ସମସ୍ୟା, ଖୁସିମିଳିବ, ଭ୍ରାତୃସ୍ନେହ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ପ୍ରଭୁ ଜଗନ୍ନାଥ
ଧନୁ: ସମ୍ମାନବୃଦ୍ଧି, ଅର୍ଥଲାଭ, ବାଣିଜ୍ୟରେ ଉନ୍ନତି, କାର୍ଯ୍ୟବ୍ୟସ୍ତତା, ଶରୀର ଅସୁସ୍ଥ, ିସମ୍ମାନଲାଭ, ବରିଷ୍ଠ ବ୍ୟକ୍ତି ସହଯୋଗ, ଯାତ୍ରାରେ ସମସ୍ୟା, ଭ୍ରାତୃସ୍ନେହ, ଖୁସିମିଳିବ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
ମକର: ମାନସିକ ଖୁସି, ବନ୍ଧୁସମସ୍ୟା, ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ଲାଭ, ଜମିଜମା ଗଣ୍ଡଗୋଳ, ବିଶିଷ୍ଠ କାର୍ଯ୍ୟରେ ଲାଭ, ଶୁଭଖବର, ଦାମ୍ପତ୍ୟଖୁସି, ସନ୍ତାନଲାଭ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ବଗଳାମୁଖୀ
କୁମ୍ଭ: ମାନସିକଶାନ୍ତି, କର୍ମକ୍ଷେତ୍ରେ ଶାନ୍ତି, କାର୍ଯ୍ୟରେ ଶତ୍ରୁତା, ବିବାଦିତ କ୍ଷେତ୍ରେ ଶାନ୍ତି, ସମ୍ମାନଲାଭ, ଶୁଭଖବର, ଦୂରଯାତ୍ରା, ସନ୍ତାନଖୁସି, ଶତ୍ରୁପରାଜିତ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୪, ଆରାଧନା-ମା’ ଦକ୍ଷିଣକାଳୀ
ମୀନ: କାର୍ଯ୍ୟରେ ସଫଳ, ଦୂରଯାତ୍ରା, ଶାରୀରିକ େକ୍ଳଶ, ସମ୍ପତ୍ତିବିବାଦ, କର୍ମକ୍ଷେତ୍ରେ ସ୍ଥାନାନ୍ତର, ବନ୍ଧୁବିଦ୍ରୋହ, ଅର୍ଥଲାଭ, ଗୃହେ ସମସ୍ୟା, ମାନସିକ ଶାନ୍ତି, ସନ୍ତାନସମସ୍ୟା, ବିଦ୍ୟାରେ ଅସଫଳ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ମାଣିକେଶ୍ବରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।