୬.୬.୨୦୨୬, ଶନିବାର

Jun 07, 2026 - 06:46
୬.୬.୨୦୨୬, ଶନିବାର

 

ମେଷ: ଦୂରଯାତ୍ରା, ଶୁଭଖବର, ଅନୁଷ୍ଠାନରୁ ଲାଭ, ବନ୍ଧୁମିଳନ, ଗୃହେ ଉତ୍ସବ, ପାରିବାରିକ ସହଯୋଗ, ନୂତନ କାର୍ଯ୍ୟ ଅାରମ୍ଭ, ଶରୀର ସୁସ୍ଥ, ମାମଲା ସମାଧାନ,  ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାଭଗବତୀ

ବୃଷ: ଆର୍ଥିକଚିନ୍ତା, ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଶୁଭସମାଚାର, କର୍ମକ୍ଷେତ୍ରେ ବିରୋଧ, ଆଶା ବିଫଳ, ପାରିବାରିକ ଖୁସି, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ସଫଳତା,  ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ସମ୍ମାନହାନି, ଅର୍ଥଚିନ୍ତା, ପାରିବାରିକ ସମସ୍ୟା, କିଛି ମାମଲାରେ ପଡ଼ିପାରନ୍ତି, ନୂତନ ନିଯୁକ୍ତିରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ସମ୍ପତ୍ତି ଗଣ୍ଡଗୋଳ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-,  ଆରାଧନା-ପ୍ରଭୁ ହନୁମାନ

କର୍କଟ: ଆର୍ଥିକଖୁସି, ଶୁଭଖବର, ନୂତନ କର୍ମେ ଆନନ୍ଦ, ଦ୍ରବ୍ୟପ୍ରାପ୍ତି, ବିଦେଶ ଭ୍ରମଣ, ମାମଲା ସମାଧାନ, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁ ସମାଧାନ, ଭୂସମ୍ପତ୍ତିଲାଭ, ଆଶାପୂର୍ଣ୍ଣ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୧୦,  ଆରାଧନା-ଲକ୍ଷ୍ମୀନାରାୟଣ

ସିଂହ: ଦୂରଯାତ୍ରା, େଲାକସମ୍ପର୍କରେ ଉନ୍ନତି, କର୍ମେ ଅସନ୍ତୋଷ, ଶତ୍ରୁସମସ୍ୟା, ନୂତନ କର୍ମ ଅାରମ୍ଭ, ଯାତ୍ରାରେ ସତର୍କ, ହେଉଥÒବା କାର୍ଯ୍ୟ ବିଳମ୍ବ, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା:   ନୂତନ ଅାୟ, ମାମଲାରେ ବିଜୟ, ଅାର୍ଥିକ ସୁଖ, ନୂତନ କାର୍ଯ୍ୟ ଅାରମ୍ଭ, ଦାମ୍ପତ୍ୟସୁଖ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ଯାନବାହନ କ୍ରୟ,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା-ଲକ୍ଷ୍ମୀନୃସିଂହ

ତୁଳା: ଚିନ୍ତାବୃଦ୍ଧି, ଅର୍ଥସମସ୍ୟା, ଆଶାବିଫଳ, ଶରୀର ସୁସ୍ଥ, ଦୂରଯାତ୍ରା, ନୂତନ କର୍ମରେ ଖୁସି,  ବନ୍ଧୁସହାୟତା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ସନ୍ତାନ ସମସ୍ୟା, ବିଶାଖା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସଫେଦ, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ବିଛା: ବନ୍ଧୁମିଳନ, ବ୍ୟବସାୟରେ ଲାଭ, ଶୁଭଖବର, ଅର୍ଥସମସ୍ୟା ସମାଧାନ, ପରିବହନ େକ୍ଷତ୍ରେ ଲାଭ, ପୁରୁଣା ମାମଲାର ସମାଧାନ, ଭୂସମ୍ପତ୍ତିଲାଭ, ଦ୍ରବ୍ୟଲାଭ, ଲୋକସମ୍ପର୍କ ବୃଦ୍ଧି,  ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ:  କାେର୍ଯ୍ୟ ବିଳମ୍ବ, ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ବନ୍ଧୁଲାଭ, ଦୂରଯାତ୍ରା, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, ପାରିବାରିକ ଖୁସି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ମକର: କାେର୍ଯ୍ୟ ସଫଳ, ନୂତନ ନିଯୁକ୍ତି, ଦୂରଯାତ୍ରା, ନୂତନ ବାଣିଜ୍ୟ ଲାଭ, ଦ୍ରବ୍ୟଲାଭ, ମାମଲା ସମାଧାନ, ଶୁଭଖବର, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟଖୁସି, ସନ୍ତାନଲାଭ, ଗୃହେ ଉତ୍ସବ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦,  ଆରାଧନା-ପ୍ରଭୁ ଲିଙ୍ଗରାଜ

କୁମ୍ଭ: ନୂତନ ଅାୟ, ଶତ୍ରୁ ପରାଜିତ, ଦ୍ରବ୍ୟଲାଭ, ଶରୀର ସୁସ୍ଥ, ସୁମିଷ୍ଠ େଭାଜନପ୍ରାପ୍ତି, ଦୂରଯାତ୍ରା,  ସନ୍ତାନସୁଖ, ଶୁଭ ସମାଚାର, ସମ୍ପତ୍ତି ବିବାଦ, ବ୍ୟବସାୟିକ ଖୁସି,  ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-,  ଆରାଧନା-ମାମଙ୍ଗଳା

ମୀନ: ବନ୍ଧୁସାହାଯ୍ୟ, ବ୍ୟବସାୟରେ ମଧ୍ୟମ ଫଳ, ଶତ୍ରୁସସ୍ୟା, ଲୋକସମ୍ପର୍କ ବୃଦ୍ଧି, ତୀର୍ଥାଟନ, ଯାନବାହନେ ସତର୍କ, ବିଶିଷ୍ଠ ବ୍ୟକ୍ତି ସହାୟତା, କାର୍ଯ୍ୟରେ ମଧ୍ୟମ ଫଳ, ବିଦ୍ୟାରେ ସଫଳତା, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ମାଦକ୍ଷିଣକାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।