୪.୭.୨୦୨୬, ଶନିବାର

Jul 04, 2026 - 07:32
୪.୭.୨୦୨୬, ଶନିବାର

 

ମେଷ: ମାନସମ୍ମାନ ପ୍ରାପ୍ତି,  ଉଚ୍ଚଆଶା ସଫଳ, ବ୍ୟବସାୟରେ ଉନ୍ନତି, ଶୁଭଖବର, ଦୂରଯାତ୍ରା ସଫଳ, ନୂତନ କାର୍ଯ୍ୟରେ ଲାଭ, ବ୍ୟକ୍ତିସହାୟତା,  ଶୁଭ ଅାଲୋଚନା, ଶରୀର ସୁସ୍ଥ, ବିଦ୍ୟାରେ ସଫଳ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-କୁବେର ଭଗବାନ

ବୃଷ: ଶୁଭକାର୍ଯ୍ୟରେ ଧନବ୍ୟୟ, ବନ୍ଧୁବିବାଦ, ଈଶ୍ବରକାର୍ଯ୍ୟରେ ତତ୍ପର, ବ୍ୟବସାୟିକ ଖୁସି, କର୍ମକ୍ଷେତ୍ରେ ପରିଶ୍ରମ, ସ୍ବଜନ ବିରୋଧ, ଜମିଗଣ୍ଡଗୋଳ, ବ୍ୟକ୍ତିସାହାଯ୍ୟ, ଦାମ୍ପତ୍ୟଖୁସି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମିଥୁନ: ମାନସିକ ଶାନ୍ତି, ଲୋକସମ୍ପର୍କ, କାର୍ଯ୍ୟରେ ସଫଳତା, ବ୍ୟବସାୟ ବୃଦ୍ଧି, ଶୁଭସମାଚାର, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳ, ଶରୀର ସୁସ୍ଥ,  ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

କର୍କଟ: ଶରୀର ସୁସ୍ଥ, ଅର୍ଥଲାଭ, ହେବାକାର୍ଯ୍ୟ ବିଳମ୍ବ, ଶୁଭ ଅାଲୋଚନା ଦାମ୍ପତ୍ୟଖୁସି, ଲୋକସମ୍ପର୍କ ବୃଦ୍ଧି,  ବିବାଦ ସମାଧାନ, ପାରିବାରିକ ସହଯୋଗ, ଦୂରଯାତ୍ରା ସଫଳ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-,  ଆରାଧନା-ମାଭଗବତୀ

ସିଂହ:  ବ୍ୟବସାୟରେ ସ୍ବଳ୍ପଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ଅତିଥÒଦର୍ଶନ, ସୁମିଷ୍ଠ ଭୋଜନ,    ବିବାଦ ସମାଧାନ, ବିଶିଷ୍ଠ କାର୍ଯ୍ୟରେ ବିଳମ୍ବ, ଶତ୍ରୁସମସ୍ୟା, ଯାନବାହନେ ସତର୍କ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

କନ୍ୟା: ଯାତ୍ରା ସଫଳ, କର୍ମକ୍ଷେତ୍ରେ ଶାନ୍ତି, ପଦୋନ୍ନତି, ଶରୀର ସୁସ୍ଥ, ଦେବଦର୍ଶନ, ଲୋକସମ୍ପର୍କ ବୃଦ୍ଧି, ସ୍ବାସ୍ଥ୍ୟସମସ୍ୟା, ସନ୍ତାନଲାଭ, ଦାମ୍ପତ୍ୟଖୁସି, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦,  ଆରାଧନା-ମାବଗଳା

ତୁଳା: ସନ୍ତାନଚିନ୍ତା, ମାନସିକଶାନ୍ତି, ବିଶିଷ୍ଠ ବ୍ୟକ୍ତି ସହାୟତା, ଅନୁଷ୍ଠାନରୁ ଲାଭ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ଶାନ୍ତି,  ବ୍ୟବସାୟ ଆରମ୍ଭ, ଅର୍ଥ ସମସ୍ୟା, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ମାନସିକ କଷ୍ଟ, ଅଳ୍ପ ବିବାଦ, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ଶାନ୍ତି,  ସମ୍ପତ୍ତି ସମସ୍ୟା, ବିଶିଷ୍ଠ କାର୍ଯ୍ୟରେ ଲାଭ, ଗୃହେ ଉତ୍ସବ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-,  ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: କର୍ମକ୍ଷେତ୍ରେ ଅପମାନ, ଶରୀର ସୁସ୍ଥ, ଅର୍ଥଲାଭ, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ପାରିବାରିକ ସମସ୍ୟା, ଦାମ୍ପତ୍ୟ କଳହ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାମହାଲକ୍ଷ୍ମୀ

ମକର: ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, ବନ୍ଧୁଲାଭ, ଅର୍ଥଲାଭ, ଦୂରଯାତ୍ରାରେ ସତର୍କ, ଶତ୍ରୁସମସ୍ୟା, ଅଯଥା କଳହ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ମାଭଗବତୀ

କୁମ୍ଭ: କର୍ମକ୍ଷେତ୍ରେ ପ୍ରଶଂସା, ଦେବକାର୍ଯ୍ୟରେ ଶାନ୍ତି, ସମ୍ମାନଲାଭ, ନୂତନ ନିଯୁକ୍ତି, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ, ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି, ଶତ୍ରୁ ପରାଜିତ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୧୦, ଆରାଧନା-ଗାଈକୁ ଖାଇବାକୁ ଦିଅନ୍ତୁ

ମୀନ: ଯାତ୍ରାରେ ସମସ୍ୟା, କିଛିକାର୍ଯ୍ୟରେ ବିଳମ୍ବ, ଅର୍ଥସମସ୍ୟା, ପାରିବାରିକ ସହଯୋଗ, ଦାମ୍ପତ୍ୟଖୁସି, ବ୍ୟବସାୟିକ ଶତ୍ରୁତା, ସମ୍ପର୍କହାନି, ସମ୍ପତ୍ତିବିବାଦ, ରେବତୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳାଚେକ୍, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ