୩୧.୭.୨୦୨୬, ଶୁକ୍ରବାର
ମେଷ: କର୍ମକ୍ଷେତ୍ରେ ସଫଳତା, ନୂତନ ଚୁକ୍ତି ସମ୍ପାଦନ, ବିଶିଷ୍ଠ ବ୍ୟକ୍ତିସାହାଯ୍ୟ, ଶରୀର ସୁସ୍ଥ, ଅର୍ଥସମସ୍ୟା ସମାଧାନ, ଆନନ୍ଦଦାୟକ ଭ୍ରମଣ, ବନ୍ଧୁତା ସ୍ଥାପନ, ସମ୍ମାନଲାଭ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
ବୃଷ: ସଫଳତା ପ୍ରାପ୍ତି, ଅର୍ଥଲାଭ, ଶତ୍ରୁରେ ବିଜୟ, ଶରୀର ସୁସ୍ଥ, ବ୍ୟବସାୟିକଖୁସି, ଯାତ୍ରା ସଫଳ, ସନ୍ତାନଲାଭ, ସହଯୋଗବୃଦ୍ଧି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ମହାଲକ୍ଷ୍ମୀ
ମିଥୁନ:ପ୍ଟେସମସ୍ୟା, କିଛି କାର୍ଯ୍ୟରେ ବିଳମ୍ବ, ବନ୍ଧୁସାହାଯ୍ୟ, କଚେରୀମାମଲା ସମାଧାନ, ଦେବଦର୍ଶନ, ବ୍ୟକ୍ତିସମସ୍ୟା, ବିଦ୍ୟାରେ ସଫଳତା, ଗୃହେ ସହଯୋଗ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ବରୀ
କର୍କଟ: ମାନସିକଶାନ୍ତି, ନୂତନବନ୍ଧୁଲାଭ, ଅତିଥÒସତ୍କାର, ଅନୁଷ୍ଠାନରୁ ଲାଭ, ଶୁଭଖବର, ନୂତନ ଚୁକ୍ତି ସମ୍ପାଦନ, ଶତ୍ରୁରେ ବିଜୟ, ଅର୍ଥଲାଭ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୭, ଆରାଧନା-ଶଙ୍କରଭଗବାନ
ସିଂହ: ପ୍ରୀତିବୃଦ୍ଧି, କର୍ମକ୍ଷେତ୍ରେ ପ୍ରଶଂସା, ଲୋକସମ୍ପର୍କରେ ଉନ୍ନତି, ହେବାକାର୍ଯ୍ୟ ବିଳମ୍ବ, ଯାତ୍ରା ସଫଳ, ଅର୍ଥଲାଭ, ମାନସିକଶାନ୍ତି, ସନ୍ଥଦର୍ଶନ, ସ୍ବାଦିଷ୍ଠ ଭୋଜନ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପ୍ରଭୁ ରାଧାବହ୍ଲଭ
କନ୍ୟା: ସହଯୋଗବୃଦ୍ଧି, ବିଦ୍ୟାରେ ସଫଳତା, ଅର୍ଥ ସମସ୍ୟା, କାର୍ଯ୍ୟକ୍ଷେତ୍ରେ ପରିଶ୍ରମ, ଜମିବାଡ଼ି କଳହ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁଲାଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୮, ଆରାଧନା-ଶ୍ରୀରାଧା
ତୁଳା: ଅର୍ଥଚିନ୍ତା, ବ୍ୟବସାୟରେ ଉନ୍ନତି, ଦାମ୍ପତ୍ୟକଳହ, ସନ୍ତାନଲାଗି ସମସ୍ୟା, ଶତ୍ରୁ ପରାଜିତ, ସର୍ବଜନ ବିରୋଧ, ବିଶିଷ୍ଠ କାର୍ଯ୍ୟରେ ଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା , ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ
ବିଛା: କିଛିକାର୍ଯ୍ୟକୁ ନେଇ ଚିନ୍ତା, ସମ୍ପତ୍ତିଲାଭ, ପରିବାରରେ ଅାନନ୍ଦ, ଦାମ୍ପତ୍ୟଖୁସି, ଅର୍ଥଲାଭ, ସୁମିଷ୍ଠ ଭୋଜନ, ଦୂରଯାତ୍ରା ସଫଳ, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ
ହଳଦୀ, ସଂଖ୍ୟା-୬, ଆରାଧନା-ବାବା େଲାକନାଥ
ଧନୁ: ଲାଭର ଦିନ, ବିବାଦ ସମାଧାନ, କର୍ମକ୍ଷେତ୍ରେ ପ୍ରଶଂସା, ଶୁଭଖବର, ଲୋକସମ୍ପର୍କବୃଦ୍ଧି, ପାରିବାରିକ ସମସ୍ୟା, ସନ୍ତାନକଷ୍ଟ, କିଛି ବ୍ୟକ୍ତିଙ୍କ ସମାଲୋଚନା, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ପିତାମାତାଙ୍କ ସେବା
ମକର: ଶୁଭକାର୍ଯ୍ୟରେ ଧନବ୍ୟୟ, ଧର୍ମକାର୍ଯ୍ୟରେ ଅାଗ୍ରହ, ଲୋକସମ୍ପର୍କବୃଦ୍ଧି, ଶତ୍ରୁ ପରାଜିତ, ନୂତନ କର୍ମଆରମ୍ଭ, ଦ୍ରବ୍ୟ କ୍ରୟ ବିକ୍ରୟ, ଗୁରୁଜନଙ୍କ ଅାଶୀର୍ବାଦ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୯, ଆରାଧନା-ଜଗନ୍ନାଥ ମହାପ୍ରଭୁ
କୁମ୍ଭ: ନୂତନ ଚୁକ୍ତି, ଅର୍ଥ ସମସ୍ୟା, କାର୍ଯ୍ୟରେ ପ୍ରଶଂସା, ଦୂରଯାତ୍ରା ପାଇଁ ଶୁଭ ଅାଲୋଚନନା, ଦାମ୍ପତ୍ୟଖୁସି, ଅଯଥା ଅଶାନ୍ତି, ଶତ୍ରୁସମସ୍ୟା, ଭ୍ରାତୃକଳହ, ବିଦ୍ୟାଲାଭ, ଦେବଦର୍ଶନ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା’ ବୃନ୍ଦାବତୀ
ମୀନ: ଯାତ୍ରାରେ ସତର୍କ, ଦ୍ରବ୍ୟନଷ୍ଟ, ସମ୍ମାନହାନି, କର୍ମକ୍ଷେତ୍ରେ ସ୍ବଳ୍ପଲାଭ, ଅଯଥା ବିବାଦ, ଗୃହେ ଶୁଭ ଅାଲୋଚନା, ଶତ୍ରୁସମସ୍ୟା, ଚୋରିଭୟ, ବନ୍ଧୁସାହାଯ୍ୟ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମା’ ଗୌରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।