୨୦.୬.୨୦୨୬, ଶନିବାର

ମେଷ: ଦ୍ରବ୍ୟଲାଭ, ଶୁଭଖବର, ନୂତନ କର୍ମଆରମ୍ଭ, ବନ୍ଧୁଦର୍ଶନ, କିଛି କାର୍ଯ୍ୟରେ ବିବାଦ, ଋଣ କରିପାରନ୍ତି, ସମ୍ମାନପ୍ରାପ୍ତି, ଶତ୍ରୁ ସମସ୍ୟା, ବ୍ୟବସାୟରେ ଉନ୍ନତି, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମା’ କନକଲକ୍ଷ୍ମୀ
ବୃଷ: ପ୍ରୀତିଲାଭ, ସମ୍ପର୍କରେ ଉନ୍ନତି, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁଗୃହେ ଯାତ୍ରା, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ଯାନବାହନେ ସତର୍କ, ଉଚ୍ଚସ୍ଥାନରୁ ପଡ଼ିପାରନ୍ତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ମିଥୁନ: ବିଭିନ୍ନ କାର୍ଯ୍ୟରେ ଉନ୍ନତି, ଶରୀର ସୁସ୍ଥ, ଲୋକସମ୍ପର୍କ, ବ୍ୟବସାୟରେ ଉନ୍ନତି, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଅାକସ୍ମିକ ଧନଲାଭ, ଗୃହେ ସମସ୍ୟା, ବିଦ୍ୟାରେ ସଫଳତା, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୨, ଆରାଧନା-ମା’ ଦକ୍ଷିଣକାଳୀ
କର୍କଟ: ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁସାହାଯ୍ୟ, ଶରୀର ସୁସ୍ଥ, ସମ୍ମାନରେ ବାଧା, ଦାମ୍ପତ୍ୟକଳହ, ଅର୍ଥସମସ୍ୟା, ଜମିଜମା ଗଣ୍ଡଗୋଳ, ଉଚ୍ଚଆଶାରେ ବାଧା, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୪, ଆରାଧନା-ମା’ ବଗଳାମୁଖୀ
ସିଂହ: ଅର୍ଥଲାଭ, ସନ୍ତାନଚିନ୍ତା, କର୍ମକ୍ଷେତ୍ରେ ସାହାଯ୍ୟ, ଅତିଥÒ ସତ୍କାର, ସମ୍ମାନପ୍ରାପ୍ତି, ଦ୍ରବ୍ୟପ୍ରାପ୍ତି, ଶତ୍ରୁ ପରାଜିତ, ବ୍ୟବସାୟରେ ଲାଭ, ଶରୀର ସୁସ୍ଥ, ଲୋକସମ୍ପର୍କରେ ଉନ୍ନତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା-ମହାଲକ୍ଷ୍ମୀ
କନ୍ୟା: ଖୁସି, ତୀର୍ଥାଟନ, ବନ୍ଧୁସାହାଯ୍ୟ, ଉଚ୍ଚକାର୍ଯ୍ୟରେ ଲାଭ, ପାରିବାରିକ ଖୁସି, ଲୋକସମ୍ପର୍କରେ ବାଧା, ଭୂସମ୍ପତ୍ତିଲାଭ, ଦେବକାର୍ଯ୍ୟରେ ଅାଗ୍ରହ, ଗାଡ଼ିଚାଳନାରେ ସତର୍କ, ବିଦ୍ୟାରେ ସଫଳତା, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ପ୍ରଭୁ ଜଗନ୍ନାଥ
ତୁଳା: ଅର୍ଥଲାଭ, ଦୂରଯାତ୍ରା, ଉଚ୍ଚଆଶାରେ ବାଧା, ଶତ୍ରୁସମସ୍ୟା, ବନ୍ଧୁବିଦ୍ରୋହ, ବ୍ୟବସାୟରେ ବାଧା, କର୍ମକ୍ଷେତ୍ରେ ଅାନନ୍ଦ, ବାକିଧନ ପ୍ରାପ୍ତି, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ବିଛା: ବିଭିନ୍ନ କାର୍ଯ୍ୟରେ ସମସ୍ୟା, ଅର୍ଥଚିନ୍ତା, ଯାନବାହନେ ସତର୍କ, ପାରିବାରିକ ଖୁସି, ସମ୍ପର୍କହାନି, ଶତ୍ରୁସମସ୍ୟା, ଶରୀର କଷ୍ଟ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ପ୍ରଭୁ ନୃସିଂହ
ଧନୁ: କର୍ମକ୍ଷେତ୍ରେ ସନ୍ତୁଷ୍ଟ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଦୂରଯାତ୍ରା, ଶରୀର ଅସୁସ୍ଥ, ଅର୍ଥଲାଭ, ବନ୍ଧୁଗୃହେ ଯାତ୍ରା, ବ୍ୟବସାୟରେ ଶତ୍ରୁତା, ଗୃହେ ସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ଭଗବାନ ବିଷ୍ଣୁ
ମକର: ଶରୀର ଅସୁସ୍ଥ, କର୍ମକ୍ଷେତ୍ରେ ବାଧା, ସମ୍ପର୍କରେ ଉନ୍ନତି, ନୂତନ କାର୍ଯ୍ୟରେ ଖୁସି, ତୀର୍ଥାଟନ, କିଛିଦ୍ରବ୍ୟ ପ୍ରାପ୍ତି, ଗୃହ ଆରମ୍ଭ, ଉଚ୍ଚଆଶାରେ ବାଧା, ଶତ୍ରୁ ସମସ୍ୟା, ଋଣଯୋଗ, ମୋକଦ୍ଦମାରେ ଅଶାନ୍ତି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧନା-ମା’ ଭଗବତୀ
କୁମ୍ଭ: ଦୂରଯାତ୍ରା, ସନ୍ତାନସୁଖ, ଆଶା ପୂରଣ, ବନ୍ଧୁଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, ମୋକଦ୍ଦମାରେ ଲାଭ, ଭୂସମ୍ପତ୍ତି କ୍ରୟ, ଅଳ୍ପ ସମସ୍ୟା, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୫, ଆରାଧନା-ପ୍ରଭୁ ନାରାୟଣ
ମୀନ: କ୍ଷତିଗ୍ରସ୍ତ, ଘାତବାର ପାଇଁ ସମସ୍ୟା, ଯାନବାହନେ ସତର୍କ, କାର୍ଯ୍ୟରେ ମନସ୍ତାପ, ନୂତନ କର୍ମଆରମ୍ଭ, ବ୍ୟବସାୟରେ ବିରୋଧ, ଅର୍ଥଖର୍ଚ୍ଚ, ଶରୀର ସୁସ୍ଥ, ଦାମ୍ପତ୍ୟ କଳହ, ବିଦ୍ୟାରେ ଉନ୍ନତି, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ବରୀ