୧୮.୬.୨୦୨୬, ଗୁରୁବାର

ମେଷ: ଅର୍ଥପ୍ରାପ୍ତିର ସୁଯୋଗ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଆଶା ସଫଳ, ଦାମ୍ପତ୍ୟସୁଖ, ସନ୍ତାନ ସମସ୍ୟା ନୂତନ ନିଯୁକ୍ତି, ବ୍ୟବସାୟରେ ଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଭଗବାନ ଶଙ୍କର।
ବୃଷ: ଶତ୍ରୁରେ ବିଜୟ, ଦୂରଯାତ୍ରା, ଶାରୀରିକ ପରିଶ୍ରମ, ହଠାତ ଲାଭ , ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥଲାଭ, ପଦମର୍ଯ୍ୟାଦା ବୃଦ୍ଧି, ସୁସମାଚାର, ସୁମିଷ୍ଠ ଭୋଜନପ୍ରାପ୍ତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା-ଶ୍ରୀ ଜଗନ୍ନାଥ।
ମିଥୁନ: ସନ୍ତାନସମସ୍ୟା, ବ୍ୟବସାୟରେ ମଧ୍ୟମ ଫଳ, ଉଚ୍ଚଆଶା ସଫଳ, ଲୋକସମ୍ପର୍କ ବୃଦ୍ଧି, ନୂତନ କାର୍ଯ୍ୟ ଆରମ୍ଭ, ଦେବକାର୍ଯ୍ୟ, ଅର୍ଥସମସ୍ୟା, ଦାମ୍ପତ୍ୟସୁଖ, ଶରୀର ସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭, ଆରାଧନା-ମା’ ଭଗବତୀ।
କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ବନ୍ଧୁଲାଭ, ସମ୍ମାନପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ କଷ୍ଟ, ଶୁଭଖବର, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୬, ଆରାଧନା-ମା’ ମହାଲକ୍ଷ୍ମୀ।
ସିଂହ: ସହଯୋଗପ୍ରାପ୍ତି, ମାନସିକ ଶାନ୍ତି, ପିଲାଙ୍କଖୁସି, ଦୂରଯାତ୍ରା ସଫଳ, ବ୍ୟବସାୟରେ ସମସ୍ୟା, କାର୍ଯ୍ୟ ସଫଳ, ମିତ୍ର ସାହାଯ୍ୟ, ଶରୀର ସୁସ୍ଥ, କର୍ମେ ସୁଖ, ଶତ୍ରୁସମସ୍ୟା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଗୋମାତାଙ୍କ ସେବା।
କନ୍ୟା: ସମ୍ମାନବୃଦ୍ଧି, ସୁସମ୍ବାଦପ୍ରାପ୍ତି, ବାଣିଜ୍ୟରେ ଲାଭ, ସମସ୍ୟା ସମାଧାନ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ନୂତନ ନିଯୁକ୍ତି, ଦୂରଯାତ୍ରା ସଫଳ, ଦ୍ରବ୍ୟଲାଭ, ବନ୍ଧୁଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୧୦, ଆରାଧନା-ମା’ ଦକ୍ଷିଣକାଳୀ।
ତୁଳା: କର୍ମରେ ଆନନ୍ଦ, ବନ୍ଧୁସାହାଯ୍ୟ, ବ୍ୟବସାୟରେ କଷ୍ଟ, ଦାମ୍ପତ୍ୟସୁଖ, ଲୋକସମ୍ପର୍କ ବୃଦ୍ଧି, ନୂତନ କର୍ମ ଆରମ୍ଭ, ମାନସିକ ଅବସାଦ, ଉଚ୍ଚଆଶା ସଫଳ, ସନ୍ତାନସୁଖ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମା’ ଗ୍ରାମଦେବତୀ।
ବିଛା: ଅନୁଷ୍ଠାନରୁ ଲାଭ, ଶୁଭଖବର, ସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ନୂତନ କର୍ମଆରମ୍ଭ, ଦେବକାର୍ଯ୍ୟ, ଦୂରଯାତ୍ରା ସଫଳ, ସ୍ବାଦିଷ୍ଠ ଭୋଜନପ୍ରାପ୍ତି, ମାନସିକ ଶାନ୍ତି, ବିଶିଷ୍ଠ କାର୍ଯ୍ୟରେ ନିନ୍ଦିତ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ନାରାୟଣ।
ଧନୁ: ପ୍ରୀତିବୃଦ୍ଧି, ସମ୍ପର୍କରେ ଉନ୍ନତି, ଯାତ୍ରାରେ ସାବଧାନ, ବ୍ୟବସାୟରେକଷ୍ଟ, ଶରୀର ଅସୁସ୍ଥ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ଶାନ୍ତି, ଦାମ୍ପତ୍ୟସୁଖ, ସନ୍ତାନସୁଖ, ଋଣଗ୍ରସ୍ତ, ନୂତନ ସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ।
ମକର: କର୍ମରେ ଅାନନ୍ଦ, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଆଶା ସଫଳ, ଦ୍ରବ୍ୟଲାଭ, ଶତ୍ରୁପରାଜିତ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଅବସାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ ।
କୁମ୍ଭ: ଅର୍ଥଲାଭ, ବନ୍ଧୁବିଦ୍ରୋହ, ଦୂରଯାତ୍ରାରେ ସତର୍କ, ଅତିଥି ଲାଭ, ଶରୀର ଅସୁସ୍ଥ, ମାନସିକ ଅବସାଦ, ସନ୍ତାନସମସ୍ୟା, ଉଚ୍ଚଆଶାରେ ବିଫଳ, ଗାଡ଼ିଚାଳନାରେ ସାବଧାନ, ବ୍ୟବସାୟରେ ଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ମା’ ବିମଳା।
ମୀନ: ସ୍ବାସ୍ଥ୍ୟହାନି, ସମ୍ପର୍କରେ ଫାଟ, ଆଶାରେ ବିଫଳ, ଅର୍ଥସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ମାନସିକ ଅବସାଦ, ନୂତନ କର୍ମରେ ସଫଳ, ଦ୍ରବ୍ୟନଷ୍ଟ, ଶତ୍ରୁସମସ୍ୟା, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’କୋଚିଳାଇ।