୧୭.୭.୨୦୨୬, ଶୁକ୍ରବାର
ମେଷ: କାର୍ଯ୍ୟରେ ସନ୍ତୁଷ୍ଟ, ଚକ୍ଷୁପୀଡ଼ା, ବ୍ୟବସାୟରେ ସ୍ବଳ୍ପଲାଭ, ଅର୍ଥଲାଭ, କର୍ମକୁନେଇ ଉତ୍ସାହ, ଶତ୍ରୁ ପରାଭବ, ମାନସିକ ଶାନ୍ତି, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ବାବା ଧବଳେଶ୍ବର
ବୃଷ: ଶରୀର ଅସୁସ୍ଥ, ବ୍ୟବସାୟିକ ଖୁସି, ପାରିବାରିକ ସାହାଯ୍ୟ, ଶତ୍ରୁସମସ୍ୟା, ସନ୍ତାନଖୁସି, ବନ୍ଧୁଦର୍ଶନ, ଲୋକସମ୍ପର୍କବୃଦ୍ଧି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ମା’ ମହାଲକ୍ଷ୍ମୀ
ମିଥୁନ: ସ୍ବାସ୍ଥ୍ୟଲାଭ, ନୂତନ କାର୍ଯ୍ୟଭାର ଗ୍ରହଣ, ଦେବଦର୍ଶନ, ମାନସିକ ଖୁସି, ଯାତ୍ରା ସଫଳ, ଦାମ୍ପତ୍ୟଖୁସି, ଦ୍ରବ୍ୟଲାଭ, ପାରିବାରିକ ସାହାଯ୍ୟ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
କର୍କଟ: ବ୍ୟୟ ବୃଦ୍ଧି, ଗୃହେ ସାହାଯ୍ୟ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ମାନସିକ ଖୁସି, ବନ୍ଧୁଲାଭ, ଅର୍ଥପ୍ରାପ୍ତି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ମା’ ଗୌରୀ
ସିଂହ: ମାନସିକ ଶାନ୍ତି, ସମ୍ପର୍କରେ ସୁଧାର, ଦେବକାର୍ଯ୍ୟରେ ଶାନ୍ତି, ନୂତନ ବ୍ୟବସାୟରେ ଶାନ୍ତି, ସମ୍ପତ୍ତିଲାଭ, ସନ୍ତାନଲାଭ, ଶତ୍ରୁ ପରାଜିତ, ଅର୍ଥଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମା’ ଗ୍ରାମଦେବତୀ
କନ୍ୟା: ମନସ୍ତାପ, କାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, ବନ୍ଧୁଲାଭ, ଦେବଦର୍ଶନ, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, ବ୍ୟବସାୟିକ ଖୁସି, ଶତ୍ରୁସମସ୍ୟା, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ପ୍ରଭୁ ଜଗନ୍ନାଥ
ତୁଳା: ବନ୍ଧୁମିଳନ, ସମସ୍ୟା ସମାଧାନ, ବିଶିଷ୍ଠବ୍ୟକ୍ତି ସହାୟତା, ଗୃହେ ଉତ୍ସବ, େଲାକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ଦ୍ରବ୍ୟଲାଭ ବିଦ୍ୟାରେ ସଫଳତା, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ବିଛା: ଭ୍ରମଣଖୁସି, ଦେବଦର୍ଶନ, ମାନସିକଶାନ୍ତି, ପାରିବାରିକଶାନ୍ତି, ଭ୍ରାତୃସ୍ନେହ, ସନ୍ତାନସମସ୍ୟା, ସମ୍ପତ୍ତିଲାଭ, ନୂତନ କର୍ମନିଯୁକ୍ତି, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ନୃସିଂହ ଭଗବାନ
ଧନୁ: ଆୟବୃଦ୍ଧି, କାର୍ଯ୍ୟରେ ପରିଶ୍ରମ, ଦୂରଯାତ୍ରା, େଲାକସମ୍ପର୍କବୃଦ୍ଧି, ଯାତ୍ରା ସଫଳ, ମାନସିକ ଶାନ୍ତି, ଦେବକାର୍ଯ୍ୟରେ ଅାନନ୍ଦ, ଶତ୍ରୁ ପରାଜିତ, ଭ୍ରାତୃସ୍ନେହ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
ମକର: ଆଘାତପ୍ରାପ୍ତି, କର୍ମେ ଆନନ୍ଦ, େଲାକସମ୍ପର୍କ ବୃଦ୍ଧି, ଯାତ୍ରାରେ ବିଳମ୍ବ, ଅଯଥା ବିବାଦ, ପାରିବାରିକ ଖୁସି, ଲୋକସମ୍ପର୍କ ବୃଦ୍ଧି, ଅଯଥା ଖର୍ଚ୍ଚାନ୍ତ, ଯାତ୍ରାରେ ବିଳମ୍ବ, ଅଯଥା ବିବାଦ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୭, ଆରାଧନା-ଶ୍ରୀରାଧା
କୁମ୍ଭ: କର୍ମେ ଖୁସି, ଅର୍ଥଲାଭ,ପାରିବାରିକ ଖୁସି, ବନ୍ଧୁଲାଭ, ସମସ୍ୟା ସମାଧାନ, ସନ୍ତାନଲାଭ, ଦେବକାର୍ଯ୍ୟରେ ବିଳମ୍ବ, ସମ୍ପତ୍ତିଲାଭ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା-ମା’ ବଗଳାମୁଖୀ
ମୀନ: ବନ୍ଧୁରେ ଅାନନ୍ଦ, ଅର୍ଥଲାଭ, ସମ୍ପର୍କରେ ଉନ୍ନତି, ଅନୁଷ୍ଠାନରୁ ଲାଭ, େଦବଦର୍ଶନ, ଗୃହେ ଉତ୍ସବ, ପାରିବାରିକ ଶାନ୍ତି, ସମସ୍ୟା ସମାଧାନ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ଦକ୍ଷିଣକାଳୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।