୧୧.୬.୨୦୨୬, ଗୁରୁବାର

Jun 11, 2026 - 15:01
୧୧.୬.୨୦୨୬, ଗୁରୁବାର

 

ମେଷ: ମନସ୍ତାପ, କିଛି କାର୍ଯ୍ୟରେ ସଫଳ, ନୂତନ କାର୍ଯ୍ୟରେ ବିଳମ୍ବ, ପାରିବାରିକ ଶାନ୍ତି, ଅର୍ଥସମସ୍ୟା ସମାଧାନ, ଶରୀର ସୁସ୍ଥ, ବିଶିଷ୍ଠ ବ୍ୟକ୍ତିସହାୟତା, ଅନୁଷ୍ଠାନରୁ ଲାଭ, ଉଚ୍ଚଆଶା ବିଳମ୍ବ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ମହାଲକ୍ଷ୍ମୀ

ବୃଷ: କାର୍ଯ୍ୟରେ ଉନ୍ନତି, ବ୍ୟକ୍ତି ସହାୟତା, ଶରୀର ସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଗୃହକାର୍ଯ୍ୟରେ ଅଗ୍ରଗତି, ପାରିବାରିକ ସୁଖ, ନୂତନ କର୍ମଆରମ୍ଭ, ଶୁଭଖବର ମିଳିବ, ଦାମ୍ପତ୍ୟଖୁସି,  ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଭଗବାନ ଶଙ୍କର

ମିଥୁନ: ଶତ୍ରୁରେ ବିଜୟ, ଅର୍ଥଲାଭ, ଦୂରଯାତ୍ରା ସଫଳ, ବ୍ୟବସାୟରେ ସ୍ବଳ୍ପଲାଭ, ସୁସମାଚାର, ବନ୍ଧୁଲାଭ, ପାରିବାରିକ ଶତ୍ରୁତା, ଲୋକସମ୍ପର୍କ ବୃଦ୍ଧି,  ମାମଲା ସମାଧାନ, ହଠାତ ମନସ୍ତାପ,  ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ମାଭଗବତୀ

କର୍କଟ: ବନ୍ଧୁସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଆଶାରେ କଷ୍ଟ, ନୂତନ କର୍ମଆରମ୍ଭ, ଦୂରଯାତ୍ରା, ବହୁ ପରିଶ୍ରମ, ଲାଭକମ୍‌, ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ସନ୍ତାନସୁଖ, ଦାମ୍ପତ୍ୟଖୁସି, ଶତ୍ରୁକଷ୍ଟ,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-,  ଆରାଧନା-ମାଦକ୍ଷିଣକାଳୀ

ସିଂହ: ମାନସିକ କଷ୍ଟ, ଲୋକସମ୍ପର୍କରେ ଉନ୍ନତି, ଯାତ୍ରାର ସତର୍କ, ଅର୍ଥଲାଭ, ସମ୍ପତ୍ତିବିବାଦ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ନୂତନ େଯାଜନା ଅସଫଳ, ଶରୀର ସୁସ୍ଥ, ବ୍ୟବସାୟରେ କଷ୍ଟ,  ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା:    କର୍ମରେ ସଫଳ, ମାମଲା ସମାଧାନ, ପଦବୀଲାଭ, ସମ୍ପର୍କରେ ଲାଭ, ହଠାତ୍ ଦୂରଯାତ୍ରା, ଶତ୍ରୁସମସ୍ୟା ସମାଧାନ, ଦାମ୍ପତ୍ୟଖୁସି, ବନ୍ଧୁଲାଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୧୦,  ଆରାଧନା-ମାବଗଳାମୁଖୀ

ତୁଳା: ନୂତନ କର୍ମ ଅାରମ୍ଭ, ପାରିବାରିକ ବିବାଦ, ଅର୍ଥଲାଭ, ସମ୍ପତ୍ତି ମାମଲାରେ କଷ୍ଟ, ଶରୀର ସୁସ୍ଥ,  ବନ୍ଧୁଲାଭ, ଦୂରଯାତ୍ରାରେ ସଫଳ, ସୁସମାଚାର, ବିଶିଷ୍ଠ କାର୍ଯ୍ୟରେ ଲାଭ, ଦାମ୍ପତ୍ୟସୁଖ, ବିଦ୍ୟାରେ ସଫଳ,   ସ୍ବାତୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ଲକ୍ଷ୍ମୀନାରାୟଣ

ବିଛା: ଶରୀରକଷ୍ଟ, କାର୍ଯ୍ୟରେ ସଫଳ, ସମ୍ପତ୍ତିଲାଭ, ସମ୍ମାନପ୍ରାପ୍ତି, ବିଶିଷ୍ଠ ବ୍ୟକ୍ତିସହାୟତା, ବ୍ୟବସାୟରେ ସ୍ବଳ୍ପଲାଭ, ବିବାଦ ସମାଧାନ, ନୂତନ କାର୍ଯ୍ୟରେ ବିରୋଧ, କଚେରୀ ମାମଲା, ଅନୁଷ୍ଠାନରୁ ଲାଭ, ବନ୍ଧୁ ସହଯୋଗ, ବିଦ୍ୟାରେ ସଫଳ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଗ୍ରାମଦେବତୀ

ଧନୁ:  କାର୍ଯ୍ୟରେ ଅଶାନ୍ତି, ଅଯଥା ଖର୍ଚ୍ଚାନ୍ତ, ପାରିବାରିକ ସହଯୋଗ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଦୂରଯାତ୍ରା, ପଦୋନ୍ନତି, ହଠାତ୍ ଧନଲାଭ, ଶତ୍ରୁସମସ୍ୟା, ଭ୍ରାତୃବିବାଦ, ସନ୍ତାନଚିନ୍ତା, ବନ୍ଧୁ ସହଯୋଗ, ନୂତନ କର୍ମଆରମ୍ଭ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଲିଙ୍ଗରାଜ

ମକର: କାର୍ଯ୍ୟରେ ସଫଳ, ସନ୍ଥଦର୍ଶନ, ଅନୁଷ୍ଠାନରୁ ଲାଭ, ଦୂରଯାତ୍ରା, ଦ୍ରବ୍ୟପ୍ରାପ୍ତି, ଆଭୂଷଣ ପ୍ରାପ୍ତି, ନୂତନ କାର୍ଯ୍ୟରେ ନେତୃତ୍ବ, ଲୋକସମ୍ପର୍କ ବୃଦ୍ଧି, ବ୍ୟକ୍ତିସହାୟତା, ସମସ୍ୟା ସମାଧାନ, ବ୍ୟବସାୟ ସଫଳ,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

କୁମ୍ଭ: ସମ୍ମାନଲାଭ, ବନ୍ଧୁଦର୍ଶନ, ବ୍ୟବସାୟରେ ଧନାଗ୍ରହ, ଶତ୍ରୁସମସ୍ୟା, ଶରୀର ଅସୁସ୍ଥ, ନୂତନ କାର୍ଯ୍ୟଭାର ଗ୍ରହଣ,  ସମ୍ପତ୍ତିଲାଭ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ବ୍ୟକ୍ତିସହାୟତା, ଅନୁଷ୍ଠାନରୁଲାଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-,  ଆରାଧନା-ମାଉଗ୍ରତାରା

ମୀନ: ଦ୍ରବ୍ୟଲାଭ, ସମ୍ମାନପ୍ରାପ୍ତି, କିଛି କାର୍ଯ୍ୟରେ ବିରୋଧ, ବ୍ୟକ୍ତିସହାୟତା, ଶତ୍ରୁସମସ୍ୟା, ପାରିବାରିକ ସମସ୍ୟା, ଧନଲାଭ, ବ୍ୟବସାୟିକ ଲାଭ, ନୂତନ େଯାଜନାରେ ଲାଭ, ଶରୀର ସୁସ୍ଥ,  ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦,  ଆରାଧନା-ଭଗବାନ ବିଷ୍ଣୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।