୧୦.୬.୨୦୨୬, ବୁଧବାର

Jun 10, 2026 - 07:32
୧୦.୬.୨୦୨୬, ବୁଧବାର

 

ମେଷ: ସମ୍ପର୍କହାନି, ଅର୍ଥସମସ୍ୟା, ପାରିବାରିକ ସହଯୋଗ, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ଦୂରଯାତ୍ରା, ବ୍ୟବସାୟରେ ଶତ୍ରୁତା, ବନ୍ଧୁଲାଭ, ସନ୍ତାନଖୁସି, ଚିଡ଼ିଚିଡ଼ା ସ୍ବଭାବ େହତୁ କଷ୍ଟ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ବୃଷ: ମ୍ରଭଣକଷ୍ଟ, ନୂତନ କାର୍ଯ୍ୟରେ ଲାଭ, ପାରିବାରିକ ସମସ୍ୟା, କର୍ମକ୍ଷେତ୍ରେ ସଫଳ, ପଦବୀଲାଭ, ମନ ଅସ୍ଥିର, ବନ୍ଧୁଲାଭ, ଅର୍ଥସମସ୍ୟା, ସମ୍ପତ୍ତିଲାଭ, ଶୁଭଖବର, ବିବ୍ୟାରେ ସଫଳ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ମିଥୁନ: କାର୍ଯ୍ୟରେ ସଫଳ, ଶତ୍ରୁ ପରାଜିତ, ସମ୍ପତ୍ତିଲାଭ, ବ୍ୟବସାୟିକ ଖୁସି,  ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ସଫଳ, ପୁରାତନ ବିବାଦ ସମାଧାନ, ଅର୍ଥଲାଭ, ଦାମ୍ପତ୍ୟଖୁସି, ସନ୍ତାନପ୍ରାପ୍ତି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ମାଗୌରୀ

କର୍କଟ: ଅର୍ଥସମସ୍ୟା,  ଦୂରଯାତ୍ରା, ଶୁଭଖବର, ଯାନ୍ତ୍ରିକତ୍ରୁଟି, ବ୍ୟବସାୟରେ ସ୍ବଳ୍ପଲାଭ, ପାରିବାରିକ ସହଯୋଗ, ଶରୀର ସୁସ୍ଥ, ସୁମିଷ୍ଠ େଭାଜନ, ସନ୍ତାନସମସ୍ୟା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ମାମାଣିକେଶ୍ବରୀ

ସିଂହ: କାର୍ଯ୍ୟରେ ସଫଳ, ନୂତନ କାର୍ଯ୍ୟରେ ଲାଭ,  ମାନସିକ ଶାନ୍ତି, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ବିବାଦ ସମାଧାନ, ନୂତନ ଚୁକ୍ତି, ସମ୍ପତ୍ତିଲାଭ, କଳହ ସମାଧାନ, ଶୁଭଖବର, ପିଲାଙ୍କଚିନ୍ତା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨,  ଆରାଧନା-ମାଭଗବତୀ

କନ୍ୟା:    ଅଯଥାବ୍ୟୟ,  କାର୍ଯ୍ୟରେ ବିଳମ୍ବ, ହଠାତ୍ ଦୂରଯାତ୍ରା, ଉଚ୍ଚସ୍ଥାନରୁ ପତନଭୟ, ଲୋକସମ୍ପର୍କ ବୃଦ୍ଧି, ଅଳ୍ପଧନଲାଭ, ସୁମିଷ୍ଠ ଭୋଜନ, ଶୁଭଖବର, ଦାମ୍ପତ୍ୟଖୁସି, ବିବାଦମୁକ୍ତ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ତୁଳା: ଯାତ୍ରାରେ ସଫଳ, ସମ୍ମାନଲାଭ, ବନ୍ଧୁସମସ୍ୟା, ମାନସିକ ଶାନ୍ତି, ପଦବୀଲାଭ, ଅର୍ଥଲାଭ, ମାମଲା ସମାଧାନ, ବ୍ୟବସାୟର ଲାଭ, ପୁରାତନ ବନ୍ଧୁମିଳନ, ସନ୍ତାନଖୁସି, ସ୍ବାତୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ବିଛା: ଖୁସିଖବର, ବ୍ୟବସାୟରେ ଲାଭ, ଅର୍ଥଲାଭ, ପାରିବାରିକ ସମସ୍ୟା, ପଦବୀଲାଭ, ଯାତ୍ରା ସଫଳ, ଆଶାପୂର୍ଣ୍ଣ, ସମ୍ପତ୍ତିଲାଭ, ପୁରୁଣା ମାମଲା ସମାଧାନ, ଦାମ୍ପତ୍ୟଖିସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ନୃସିଂହ

ଧନୁ:  କାର୍ଯ୍ୟରେ ବାଧା, ଅର୍ଥସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଶାନ୍ତି, ଉଚ୍ଚଆଶା ବିଫଳ, ଲୋକସମ୍ପର୍କ ବୃଦ୍ଧି,  ବ୍ୟବସାୟିକ କଷ୍ଟ, ପାରିବାରିକ ଖୁସି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଗୁରୁଜନଙ୍କ ସେବା

ମକର: ଅପମାନ, ଶରୀର ସୁସ୍ଥ, ପାରିବାରିକ ଖୁସି, ଉଚ୍ଚଆଶା ବିଫଳ, ଯାତ୍ରାରେ ସତର୍କ, ଦ୍ରବ୍ୟକଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁଦର୍ଶନ, ଗୁରୁଜନଙ୍କ ଅାଶୀର୍ବାଦ, ବିବ୍ୟାରେ ସଫଳ,
ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-,  ଆରାଧନା-ଲକ୍ଷ୍ମୀନାରାୟଣ

କୁମ୍ଭ: ପ୍ରୀତିବୃଦ୍ଧି, କାର୍ଯ୍ୟସଫଳ, ବନ୍ଧୁଲାଭ, ପଦବୀଲାଭ, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ଅର୍ଥଲାଭ, ସମ୍ପତ୍ତିକ୍ରୟ, ମାମଲାରେ ଖୁସି, ପାରିବାରିକ ଖୁସି,  ଭ୍ରାତୃସ୍ନେହ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-,  ଆରାଧନା-ପ୍ରଭୁ ରାଧାବହ୍ଲଭ

ମୀନ:  ଦ୍ରବ୍ୟଲାଭ, ପୁରାତନ େରାଗ ଉପଶମ, ବ୍ୟବସାୟରେ ଲାଭ, ଅର୍ଥସମସ୍ୟା ସମାଧାନ, ସନ୍ତାନଖୁସି, ଶତ୍ରୁ ପରାଜିତ, ନୂତନଯୋଗ ପ୍ରାପ୍ତି, ଯାନବାହନ କ୍ରୟ, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି,  ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ମାବାଟମଙ୍ଗଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।