ସ୍କୁଲ୍ ପରିଚାଳନା କମିଟି ଗଠନ ନିର୍ଦ୍ଦେଶ : ଗଠନ ହେବ ଗୋଟିଏ SMC, ୨ଟି ଉପକମିଟି
Jun 28, 2026 - 23:18
ଭୁବନେଶ୍ବର,୨୮/୬ : ଜୁଲାଇ ୧ ରୁ ନୂଆ ସ୍କୁଲ୍ ପରିଚାଳନା କମିଟି ଗଠନ କରିବାକୁ ନିର୍ଦ୍ଦେଶ । ଗୋଟିଏ SMC, ୨ଟି ଉପକମିଟି ଗଠନ ନିର୍ଦ୍ଦେଶ । ଜୁନ୍ ୩୦ରେ ସରୁଛି ପୁରୁଣା ମ୍ୟାନେଜିଂ କମିଟିର କାର୍ଯ୍ୟକାଳ । ସମସ୍ତ ଡିଇଓଙ୍କୁ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ଗଠନ ହେବ SMC ।