ସରିଲା ଆନ୍ଦୋଳନ, ଏବେ ହେବ ବିବାହ; ଅଭିଜିତଙ୍କ ପାଇଁ ଆସୁଛି ଶହ ଶହ ପ୍ରସ୍ତାବ

Jul 28, 2026 - 12:09
ସରିଲା ଆନ୍ଦୋଳନ, ଏବେ ହେବ ବିବାହ; ଅଭିଜିତଙ୍କ ପାଇଁ ଆସୁଛି ଶହ ଶହ ପ୍ରସ୍ତାବ

"ଜାତୀୟ ସ୍ତରରେ ଏକ ଆନ୍ଦୋଳନର ପ୍ରତିନିଧିତ୍ବ କରିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍‌କେ।

କୋକ୍ରୋଚ୍ ଜନତା ପାର୍ଟି ନେତୃତ୍ୱରେ ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ଶେଷ ହୋଇଛି।

ପ୍ରାୟ ଗୋଟିଏ ମାସର ପ୍ରତିବାଦ ପରେ, ସରକାର ଛାତ୍ରଛାତ୍ରୀଙ୍କ ଦାବିକୁ ଗ୍ରହଣ କରିଛନ୍ତି।

ଅଭିଜିତ୍ ଦୀପକେ ଦିଲ୍ଲୀରେ ଏତେ ବଡ଼ ପ୍ରତିବାଦର ନେତୃତ୍ୱ ନେଇ ନିଜକୁ ଜଣେ ଯୁବ ନେତା ଭାବରେ ପ୍ରତିଷ୍ଠିତ କରିଛନ୍ତି।

ଏମଧ୍ୟରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।