ପରମାଣୁ ଶକ୍ତିରେ ଭାରତର ନୂଆ ରେକର୍ଡ : ପାକିସ୍ତାନକୁ ପଛରେ ପକାଇଲା ଭାରତ

ଭାରତର ପରମାଣୁ ଅସ୍ତ୍ର ଭଣ୍ଡାର ବଢ଼ି ୧୯୦ରେ ପହଞ୍ଚିଛି । ସ୍ୱିଡେନ୍ର ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ (SIPRI) ର ୨୦୨୬ ବାର୍ଷିକ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଭାରତ ଶାନ୍ତିକାଳରେ ୧୨ଟି ପରମାଣୁ ୱାରହେଡ୍ ମୁତୟନ କରିଛି। Indias new record in nuclear power: India surpasses Pakistan
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।