ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍
Jul 18, 2026 - 00:05
ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରାୟ ୪ରୁ ୫ ଲକ୍ଷ ଭକ୍ତ ଆସିଛନ୍ତି। ଆଜି ସନ୍ଧ୍ୟାରେ ଆହୁରି ଭିଡ ବଢିବାର ସମ୍ଭାବନା ରହିଛି। ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି। ପୁଲିସ ଆଡଭାଇଜାରି ମାନିକବାକୁ ଅପିଲ କରିଛନ୍ତି ଡିଜିପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।