ଓଡିଶାରେ କରୋନା

Jul 22, 2026 - 17:58
ଓଡିଶାରେ କରୋନା

ଭୁବନେଶ୍ୱର : ଚିନ୍ତା ବଢାଇଲା କରୋନା। ଆନ୍ଧ୍ର ପରେ ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମକେସିଜିରେ ଜଣେ ମହିଳା ରୋଗୀ କରୋନା ସଂକ୍ରମିତରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ହେଲା ସେ ଏମକେସିଜିରେ ଚିକିତ୍ସିତ ହେଉଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।