ଇଂଲଣ୍ଡ ୱିକେଟ୍‌କିପର ଜୋସ୍‌ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ

Jul 12, 2026 - 19:58
ଇଂଲଣ୍ଡ ୱିକେଟ୍‌କିପର ଜୋସ୍‌ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ୱିକେଟ୍‌କିପର ଜୋସ୍‌ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୱିକେଟ୍‌କିପର ଭାବେ ଛକା ମାରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି।

ଭାରତ ବିପକ୍ଷ ଏହି ମ୍ୟାଚ୍‌ରେ ୬୪ ବଲ୍‌ରୁ ୧୩୧ ରନ୍‌ କରିଥିବା ବଟଲର ୮ ଛକା ମାରିଥିଲେ। ଏଥିସହ ୩୫ ବର୍ଷୀୟ ନିଜ ଛକା ସଂଖ୍ୟା ୩୬୬ରେ ପହଞ୍ଚାଇଥିଲେ। ଏଥିସହ ଧୋନିଙ୍କ ନାମରେ ଥିବା ଛକା ରେକର୍ଡ ୩୫୯କୁ ଟପିଥିଲେ।ୱିକେଟ୍‌କିପର ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଛକା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।