ଆଜିଠୁ ଫୁଟ୍ବଲ ମହାକୁମ୍ଭ
Jun 13, 2026 - 17:48

ଆସନ୍ତା କିଛି ସପ୍ତାହ ଧରି ସମଗ୍ର ବିଶ୍ବର ନଜର ରହିବ ଫୁଟବଲ୍ର ସବୁଠାରୁ ବଡ଼ ମଞ୍ଚ ଉପରେ। ଫୁଟବଲ ମହାକୁମ୍ଭ ଫିଫା ବିଶ୍ବକପର ୨୩ତମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେଉଛି। ଉକ୍ତ ବିଶ୍ବକପକୁ ନେଇ ସାରା ବିଶ୍ବରେ ଏବେ ଫୁଟବଲ ମାନିଆ। Football mega event starting today
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।