Welcome!

Unlock your personalized experience.
Sign Up

ଆଜିଠୁ ଦିଲ୍ଲୀ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବେ

Jul 14, 2026 - 09:03
ଆଜିଠୁ ଦିଲ୍ଲୀ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବେ

ଭୁବନେଶ୍ୱର,୧୪/୦୭: ଆଜି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ଦିଲ୍ଲୀ ଯିବେ । ଦିଲ୍ଲୀ ଗସ୍ତ କାଳରେ ସେ କେତେକ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ତାଙ୍କର ବନ୍ଧୁମାନଙ୍କୁ ଭେଟିବେ । ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିପାରନ୍ତି । ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଅଧିକ ପଢ଼ନ୍ତୁ :-  Free education : ଚିନ୍ତା ବଢ଼ାଇଲା କେଜିରୁ ପିଜି ମାଗଣା ପାଠପଢ଼ା, କେମିତି ହେବ କଲେଜ ରକ୍ଷଣାବେକ୍ଷଣ ? ଅତିଥି ଅଧ୍ୟାପକଙ୍କୁ ଦରମା ଦେବ କିଏ ?

ସୂଚନା ମୁତାବିକ, ମଙ୍ଗଳବାର ସକାଳ ୧୦ଟାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଗସ୍ତ କାଳରେ ସେ କେତେକ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭହେବ। ଏହି ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିପାରନ୍ତି। ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।