WTT China Smash: ଚାଇନା ସ୍ମାସ୍‌: ସେମିରେ ମାନବ-ମନୁଷ

Oct 08, 2026 - 13:10
WTT China Smash: ଚାଇନା ସ୍ମାସ୍‌: ସେମିରେ ମାନବ-ମନୁଷ

"ବେଜିଂ: ଭାରତୀୟ ଟେବଲ ଟେନିସ (ଟିଟି) ଯୋଡ଼ି ମାନବ ଠକ୍କର ଓ ମନୁଷ ଶାହ ଚଳିତ ଡବ୍‌ଲ୍ୟୁଟିଟି ଚାଇନା ସ୍ମାସ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୧୧-୯, ୧୧-୫, ୧୧-୪)ରେ ସ୍ଥାନୀୟ ଖେଳାଳି ଲିଙ୍ଗ ଜିଙ୍ଗକୁନ୍‌ ଓ ଜିଆଙ୍ଗ ପେଙ୍ଗ୍‌ଙ୍କୁ ହରାଇଥିଲେ।

Advertisment ସେମିଫାଇନାଲ୍‌ରେ ପ୍ରବେଶ ମାନବ-ମନୁଷ ଫାଇନାଲ୍‌ ସ୍ଥାନ ପାଇଁ ଦକ୍ଷିଣ କୋରିଆର ଲିମ୍‌ ଜୋଙ୍ଗହୁଁ ଓ ଓହ୍‌ ଜୁନ୍‌ ସୁଙ୍ଗ୍‌ଙ୍କୁ ଭେଟିବେ।

ଏହି ଦକ୍ଷିଣ କୋରିଆ ଯୋଡ଼ି ୩-୦ରେ ଡେନ୍‌ମାର୍କର ଆଣ୍ଟନ କାଲବର୍ଗ ଓ କ୍ରିଷ୍ଟିଆନ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଥିଲେ।

Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)