Woman Police Inspector Found Dead in Police Quarters: ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁ ପଛର ରହସ୍ୟ କଣ ?

କଟକରେ ଚାଞ୍ଚଲ୍ୟ । କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC। ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ।
ଶବ ବ୍ୟବଚ୍ଛେଦ ପାଇଁ SCBରେ IICଙ୍କ ମୃତଦେହକୁ ନିଆଯାଇଛି। ତେବେ ପ୍ରଶ୍ନ ଉଠୁଛି- ଥାନା କ୍ୱାର୍ଟର୍ସରେ କ'ଣ ଘଟିଲା ? IICଙ୍କ ମୃତ୍ୟୁ ପଛର କ'ଣ କାରଣ? ଏ ସଂପର୍କରେ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC
ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର
ମୃତ୍ୟୁର କାରଣ ଅସ୍ପଷ୍ଟ
ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସର ତଦନ୍ତ
SCBରେ IICଙ୍କ ମୃତଦେହ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ
କ୍ୱାର୍ଟର୍ସରେ ଘଟିଲା କ'ଣ ?
IICଙ୍କ ମୃତ୍ୟୁ ପଛରେ କ'ଣ ରହସ୍ୟ ?
ମୃତ୍ୟୁର ପ୍ରକୃତ କାରଣ କ'ଣ ?
କେଉଁ ଚାପରେ ଥିଲେ IIC ବିୟୁଟି ମହାନ୍ତି ?
କେଉଁ ଚାପରେ ପଡ଼ି ନେଲେ ଚରମ ନିଷ୍ପତ୍ତି ?
ଘଟଣା ପଛରେ ଅଛି କି ଅନ୍ୟ କାରଣ ?
ରହସ୍ୟ ଖୋଲିବ କି ତଦନ୍ତ?