Witchcraft Suspicion Sparks Double Murder: ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର୍, କୂଅରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

କେନ୍ଦୁଝରରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର୍। କୂଅରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ବଳିପର୍ବତ ଗାଁର ଖଗେଶ୍ୱର ସୋରେନ ଓ ତାଙ୍କ ସ୍ତ୍ରୀ ଟୁନି ସୋରେନ।
ଉଭୟଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୨୭ତାରିଖରୁ ଖଗେଶ୍ୱର ଓ ଟୁନି ନିଖୋଜ ଥିଲେ । ପୋଲିସ ଏନେଇ ତଦନ୍ତ କରି ଶିବ ମୁଣ୍ଡା ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଗିରଫ ଅଭିଯୁକ୍ତ ହେଲେ ଶିବ ମୁଣ୍ଡା, ରେଙ୍ଗୋ ବନରା, ଗଣେଶ ହାଁସଦା ଓ ଅନୁପ ହେମ୍ବ୍ରମ ।...
ଗୁଣି ସନ୍ଦେହରେ ଡବଲ୍ ମର୍ଡର୍
କେନ୍ଦୁଝରରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ
ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର୍
କୂଅରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ
କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ
ମୃତକ ଖଗେଶ୍ୱର ସୋରେନ ଓ ସ୍ତ୍ରୀ ଟୁନି ସୋରେନ
ହତ୍ୟା ପରେ ହାତଗୋଡ଼ ବାନ୍ଧି କୂଅରେ ଫିଙ୍ଗିଦେଇଥିଲେ
୫ ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ