Wild Boar Attack: ବ୍ରହ୍ମଗିରିରେ ବାରହା ଆକ୍ରମଣ: ୫ ଆହତ, ୨ ଗୁରୁତର
"ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଧରଣୀକୁଦି ଗାଁରେ ବାରହା ଆକ୍ରମଣରେ ୫ ଆହତ ଓ ୨ ଗୁରୁତର।ଗୁରୁତର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି।
ଘଟଣାସ୍ଥଳ ରେ ବ୍ରହ୍ମଗିରିବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Advertisment ଆହତ ବ୍ୟକ୍ତିମାନେ ହେଲେ...
ଆହତ ବ୍ୟକ୍ତିମାନେ ହେଲେ ସୁରେନ୍ଦ୍ର ପ୍ରଧାନ (୬୦), ଆଖରୀ ବେହେରା (୫୫), ହୁଲାସ ବିଶ୍ୱାଳ, ରଂଜିତା ବାରିକ (୫୦) ଓ ହିମାଂଶୁ ଜେନା (୧୧)।
Student Drowns: ସ୍କୁଲ ଯିବା ପୂର୍ବରୁ ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
