Why Lord Jagannath Appeared Without Tahia: କେମିତି ଭାଙ୍ଗିଲା ଟାହିଆ? ସବୁ ସତ କହିଲେ ସେବାୟତ

Jul 17, 2026 - 16:12
Why Lord Jagannath Appeared Without Tahia: କେମିତି ଭାଙ୍ଗିଲା ଟାହିଆ? ସବୁ ସତ କହିଲେ ସେବାୟତ

Why Lord Jagannath Appeared Without Tahia: କେମିତି ଭାଙ୍ଗିଲା ଟାହିଆ? ସବୁ ସତ କହିଲେ ସେବାୟତ

ପହଣ୍ଡି ସମୟରେ କାହିଁକି ବିନା ଟାହିଆରେ ପହଣ୍ଡି ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ? ଗୋଟି ଗୋଟି କରି ସବୁ ସତ କହିଲେ ବିଶ୍ୱାବସୁ ସେବକ ତଥା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର।

author-image
Manoj Kumar Rout
17 Jul 2026 15:57 IST