Servitor seeks Lord Jagannath's forgiveness: କାନମୋଡ଼ି ଚାପୁଡ଼ା ଖାଉଛି ଅପରାଧ କ୍ଷମା କର ମଣିମା

Jul 17, 2026 - 16:12
Servitor seeks Lord Jagannath's forgiveness: କାନମୋଡ଼ି ଚାପୁଡ଼ା ଖାଉଛି ଅପରାଧ କ୍ଷମା କର ମଣିମା

Servitor seeks Lord Jagannath's forgiveness: କାନମୋଡ଼ି ଚାପୁଡ଼ା ଖାଉଛି ଅପରାଧ କ୍ଷମା କର ମଣିମା

ନନ୍ଦିଘୋଷ ରଥ ଉପରେ ଦେଖିବାକୁ ମିଳିିଛି ଏକ ଭାବ ଓ ଭକ୍ତି ପୂର୍ଣ୍ଣ ଦୃଶ୍ୟ। ମହାପ୍ରଭୁଙ୍କ ଆଗରେ ନିଜ କାନ ମୋଡ଼ି ଚାପୁଡ଼ା ଖାଇଲେ ସେବାୟତ। ସବୁ ଅପରାଧ କ୍ଷମା କରିବା ପ୍ରାର୍ଥନା କରିବାକୁ ନିବେଦନ କଲେ ସେବାୟତ।

author-image
Manoj Kumar Rout
17 Jul 2026 15:54 IST