Weekly Horoscope 2026 November 08 to 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ମେଷ: ରବି ଓ ସୋମବାର ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ।
ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ଧୋକା ଦେଇପାରନ୍ତି।
ଶୁକ୍ର ଓ ଶନିବାର ବ୍ୟବସାୟ ରେ ବକେୟା ଅର୍ଥ ମିଳିବାର ସମ୍ଭାବନା।
Advertisment ବୃଷ: ରବି ଓ ସୋମବାର କ୍ୟାରିୟର୍ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।
ମଙ୍ଗଳ, ବୁଧ ଓ ଗୁରୁବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।
ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।
ମିଥୁନ: ରବି ଓ ସୋମବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ।
ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।
ଶୁକ୍ର ଓ ଶନିବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ।
କର୍କଟ: ରବି ଓ ସୋମବାର ବନ୍ଧୁଠାରୁ ସାହାଯ୍ୟ ମିଳିବାର ସମ୍ଭାବନା।
ମଙ୍ଗଳ, ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।
ଶୁକ୍ର ଓ ଶନିବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ସିଂହ: ରବି ଓ ସୋମବାର ଜୀବନରେ ଉନ୍ନତି ଲାଗି ରାସ୍ତା ଖୋଲିବ।
ମଙ୍ଗଳ, ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।
ଶୁକ୍ର ଓ ଶନିବାର କାମ ପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।
କନ୍ୟା: ରବି ଓ ସୋମବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।
ମଙ୍ଗଳ, ବୁଧ ଓ ଗୁରୁବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।
ଶୁକ୍ର ଓ ଶନିବାର ଚିଡ଼ଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ।
ତୁଳା: ରବି ଓ ସୋମବାର ଆମଦାନି ବୃଦ୍ଧି ଲାଗି ଯୋଜନା କରିବେ।
ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ମନମୁତାବକ ସଫଳତା ପାଇବେ।
ଶୁକ୍ର ଓ ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।
ବିଛା: ରବି ଓ ସୋମବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।
ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ।
ଶୁକ୍ର ଓ ଶନିବାର ବନ୍ଧୁ ସାହାଯ୍ୟରେ ଯୋଜନା ସଫଳ ହେବ।
ଧନୁ: ରବି ଓ ସୋମବାର ମୁରବିଙ୍କ ପରାମର୍ଶ ଫଳପ୍ରଦ ହେବ।
ମଙ୍ଗଳ, ବୁଧ ଓ ଗୁରୁବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।
ଶୁକ୍ର ଓ ଶନିବାର ଜମିରେ ନିବେଶ ଲାଗି ସମୟ ଭଲ।
ମକର: ରବି ଓ ସୋମବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।
ମଙ୍ଗଳ, ବୁଧ ଓ ଗୁରୁବାର ସହକର୍ମୀ ଙ୍କ ସହିତ ତାଳମେଳ ରହିବ।
ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ରବି ଓ ସୋମବାର ବିଶେଷ କାମରେ ଲୋକଙ୍କ ସହଯୋଗ ପାଇବେ।
ମଙ୍ଗଳ, ବୁଧ ଓ ଗୁରୁବାର ସଂପତ୍ତି ବୃଦ୍ଧି ଲାଗି ଯୋଜନା ସଫଳ ହେବ।
ଶୁକ୍ର ଓ ଶନିବାର ବିବାଦ ସମାଧାନ ହୋଇଯିବ।
ମୀନ: ରବି ଓ ସୋମବାର ବିରୋଧୀ ମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ।
ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ଜୀବନ ଶାନ୍ତିମୟ ହେବ।
ଶୁକ୍ର ଓ ଶନିବାର ଜୀବନରେ ପରିବର୍ତ୍ତନ ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
