Weekly Horoscope 2026 June 28 to July 04: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Jun 28, 2026 - 00:10
Weekly Horoscope 2026 June 28 to July 04: ଜାଣନ୍ତୁ ଏ ସପ୍ତାହର ରାଶିଫଳ

"ମେଷ- ରବିବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସୋମ, ମଙ୍ଗଳ ଓ ବୁଧବାର ବିଶେଷ କାମରେ ଅନ୍ୟମାନଙ୍କର ସହଯୋଗ ପାଇବେ।

ଗୁରୁ ଓ ଶୁକ୍ରବାର ଆର୍ଥିକ ସମସ୍ୟାର ସମାଧାନ ହେବ।

ଶନିବାର କିଛି ଆଶା ପୂରଣ ହେବ।Advertisment ବୃଷ- ରବିବାର ପ୍ରେମ ଜୀବନ ମଧୁର ହେବ।

ସୋମ, ମଙ୍ଗଳ ଓ ବୁଧବାର ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ।

ଗୁରୁ ଓ ଶୁକ୍ରବାର ସମ୍ମାନୀୟ ଲୋକଙ୍କ ସହିତ ମିଶିବେ।

ଶନିବାର ବେପାରରେ ଉନ୍ନତି ହେବ।

ମିଥୁନ- ରବିବାର ଆର୍ଥିକ ସଫଳତା ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ବର୍ତ୍ତମାନ ସ୍ଥିତିରେ ଖୁସି ରହିବେ।

ଗୁରୁ ଓ ଶୁକ୍ରବାର ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି।

ଶନିବାର ଭାଗ୍ୟୋନ୍ନତି ହେବ।

କର୍କଟ- ରବିବାର ବ୍ୟବସାୟ ଲାଗି ନୂଆ ସୁଯୋଗ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ବଡ଼ କଂପାନିରେ ଚାକିରି ଲାଗି ଡାକରା ଆସିବ।

ଗୁରୁ ଓ ଶୁକ୍ରବାର ଅଚାନକ ଧନଲାଭ ହେବ।

ଶନିବାର ପ୍ରିୟଜନଙ୍କ ସାହାଯ୍ୟ ପାଇବେ।

ସିଂହ- ରବିବାର ଉନ୍ନତିର ପଥ ଖୋଲିବ।

ସୋମ, ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ଗୁରୁ ଓ ଶୁକ୍ରବାର ଜୀବନରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ଶନିବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

କନ୍ୟା- ରବିବାର ପରିଶ୍ରମ ବଳରେ ସଫଳତା ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ସରକାରୀ କାମ ପୂରା ହୋଇଯିବ।

ଗୁରୁ ଓ ଶୁକ୍ରବାର ବେପାରରେ ଯଥେଷ୍ଟ ଲାଭ ପାଇବେ।

ଶନିବାର ବନ୍ଧୁ ସହ ମଉଜମସ୍ତି କରିବେ।

ଆହୁରି ପଢ଼ନ୍ତୁ- Ebola Cases: କଙ୍ଗୋରେ ଭୟଙ୍କର ରୂପ ନେଉଛି "ଇବୋଲା": ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ଅତିକ୍ରମ କଲା ତୁଳା- ରବିବାର ବଡ଼ ଦାୟିତ୍ବ କାନ୍ଧକୁ ଆସିବ।

ସୋମ, ମଙ୍ଗଳ ଓ ବୁଧବାର ସହଯୋଗୀଙ୍କ ସାହାଯ୍ୟ ପାଇବେ।

ଗୁରୁ ଓ ଶୁକ୍ରବାର ନିଜକୁ ଶକ୍ତିମାନ୍‌ ଅନୁଭବ କରିବେ।

ଶନିବାର ପ୍ରେମ ଜୀବନ ଭଲ ହେବ।

ବିଛା- ରବିବାର ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ସୋମ, ମଙ୍ଗଳ ଓ ବୁଧବାର କିଛି ନୂଆ ଅନୁଭବ ପ୍ରାପ୍ତ କରିବେ।

ଗୁରୁ ଓ ଶୁକ୍ରବାର ଅଫିସ୍‌ରେ ବାକିଥିବା କାମ ପୂରା କରିପାରିବେ।

ଶନିବାର ଲୋକମାନଙ୍କ ବିଶ୍ବାସ ଜିଣିବେ।

ଧନୁ- ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସୋମ, ମଙ୍ଗଳ ଓ ବୁଧବାର ରଚନାତ୍ମକ କାର୍ଯ୍ୟରେ ଖ୍ୟାତି ବଢ଼ିବ।

ଗୁରୁ ଓ ଶୁକ୍ରବାର ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ।

ଶନିବାର ବ୍ୟବସାୟରେ ଉନ୍ନତି ହେବ।

ମକର- ରବିବାର ପାରିବାରିକ ଜୀବନ ସୁଖଦ ରହିବ।

ସୋମ, ମଙ୍ଗଳ ଓ ବୁଧବାର ବନ୍ଧୁମାନଙ୍କଠାରୁ ପୂରା ସହଯୋଗ ପାଇବେ।

ଗୁରୁ ଓ ଶୁକ୍ରବାର ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

ଶନିବାର ଧାର ଦେଇଥିବା ପଇସା ପାଇବେ।

କୁମ୍ଭ- ରବିବାର ବନ୍ଧୁ ସହ କଥା ହୋଇ ଭଲ ଲାଗିବ।

ସୋମ, ମଙ୍ଗଳ ଓ ବୁଧବାର ବାକ୍‌-ଚାତୁରିରେ ଲୋକମାନଙ୍କୁ ପ୍ରଭାବିତ କରିବେ।

ଗୁରୁ ଓ ଶୁକ୍ରବାର ଖର୍ଚ୍ଚ କମ୍ କରନ୍ତୁ।

ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।

ମୀନ- ରବିବାର ଧର୍ମକାର୍ଯ୍ୟରେ ମନ ଲାଗିବ।

ସୋମ, ମଙ୍ଗଳ ଓ ବୁଧବାର ସବୁ କାମ ମନ ମୁତାବକ ପୂରା ହେବ।

ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ।

ଶନିବାର ଘରର ପରିବେଶ ଭଲ ରହିବ।"