Weekly Horoscope 2026 June 07 to June 13: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
"ମେଷ- ରବି ଓ ସୋମବାର ଅଚାନକ ଧନ ପ୍ରାପ୍ତି ହେବ।
ମଙ୍ଗଳ ଓ ବୁଧବାର ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି।
ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିହେବେ।
ଶନିବାର ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ।Advertisment ବୃଷ- ରବି ଓ ସୋମବାର ବ୍ୟବସାୟରେ ପ୍ରଗତି ହେବ।
ମଙ୍ଗଳ ଓ ବୁଧବାର ବିତ୍ତୀୟ ମାମଲାରେ ଲାଭ ପାଇବେ।
ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ସୁଖମୟ ହେବ।
ଶନିବାର ସ୍ବୟଂକୁ ସଠିକ୍ ପ୍ରମାଣିତ କରିବେ।
ମିଥୁନ- ରବି ଓ ସୋମବାର ଭାଗ୍ୟର ଦ୍ବାର ଖୋଲିବ।
ମଙ୍ଗଳ ଓ ବୁଧବାର ଚାକିରିରେ ପଦୋନ୍ନତି ବା ଦରମା ବଢ଼ିବ।
ଗୁରୁ ଓ ଶୁକ୍ରବାର ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ।
ଶନିବାର ଖର୍ଚ୍ଚ ବଢ଼ିପାରେ।
କର୍କଟ- ରବି ଓ ସୋମବାର ବ୍ୟବସାୟରେ କିଛି ଆଶା ପୂରା ହେବ।
ମଙ୍ଗଳ ଓ ବୁଧବାର ଜୀବନ ପ୍ରଗତି ଆଡ଼କୁ ବଢ଼ିବ।
ଗୁରୁ ଓ ଶୁକ୍ରବାର ନୂଆ ଦାୟିତ୍ବ ପାଇବା ଲାଗି ପ୍ରସ୍ତୁତ ରହନ୍ତୁ।
ଶନିବାର ନେତାଙ୍କ ସହ ସଂପର୍କ ହେବ।
ସିଂହ- ରବି ଓ ସୋମବାର ମହିଳା ବ୍ୟବସାୟୀଙ୍କ ଲାଗି ସମୟ ଭଲ।
ମଙ୍ଗଳ ଓ ବୁଧବାର ବାଣୀ ଉପରେ ସଂଯମ ରଖନ୍ତୁ।
ଗୁରୁ ଓ ଶୁକ୍ରବାର ଜୀବନକୁ ସୁନ୍ଦର ଭାବେ ଜିଇବାକୁ ଚେଷ୍ଟା କରିବେ।
ଶନିବାର ଧନଧାନ୍ୟ ବୃଦ୍ଧି ହେବ।
କନ୍ୟା- ରବି ଓ ସୋମବାର ଅଫିସ୍ରେ ଭଲ କାମ ପାଇଁ ବଧାଇ ପାଇବେ।
ମଙ୍ଗଳ ଓ ବୁଧବାର ପାରିବାରିକ ସମ୍ବନ୍ଧ ଅନୁକୂଳ ହେବ।
ଗୁରୁ ଓ ଶୁକ୍ରବାର ବଡ଼ ପଦକ୍ଷେପ ନିଅନ୍ତୁ ନାହିଁ।
ଶନିବାର ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।
ଆହୁରି ପଢ଼ନ୍ତୁ- Ex-Army Chief On Pakistan: ପାକିସ୍ତାନ କୌଣସି ମଧ୍ୟସ୍ଥି ନୁହେଁ, ସେ କେବଳ ଏକ ''କୋରିୟର ସର୍ଭିସ୍'': ପୂର୍ବତନ ସେନା ମୁଖ୍ୟ ତୁଳା- ରବି ଓ ସୋମବାର ବଡ଼ କଂପାନିରୁ ଭଲ ଅର୍ଡର୍ ପାଇବେ।
ମଙ୍ଗଳ ଓ ବୁଧବାର ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ।
ଗୁରୁ ଓ ଶୁକ୍ରବାର ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
ଶନିବାର ମନ ଉଦାସ ରହିବ।
ବିଛା- ରବି ଓ ସୋମବାର କୃଷକଙ୍କ ଲାଗି ସମୟ ଭଲ।
ମଙ୍ଗଳ ଓ ବୁଧବାର ଆୟର ନୂଆ ଉତ୍ସ ସାମନାକୁ ଆସିବ।
ଗୁରୁ ଓ ଶୁକ୍ରବାର ଗବେଷକ ଭଲ ଫଳ ପାଇବେ।
ଶନିବାର ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।
ଧନୁ- ରବି ଓ ସୋମବାର କରିଆସୁଥିବା ପ୍ରୟାସରେ ଭଲ ଫଳ ପାଇବେ।
ମଙ୍ଗଳ ଓ ବୁଧବାର ରାଜନୀତିରେ ମାନସମ୍ମାନ ବଢ଼ିବ।
ଗୁରୁ ଓ ଶୁକ୍ରବାର ପ୍ରେମ ସମ୍ବନ୍ଧ ଲାଗି ସମୟ ଭଲ।
ଶନିବାର କିଛି ନୂଆ କାମ କରିବେ।
ମକର- ରବି ଓ ସୋମବାର ସବୁ କାମ ସହଜରେ ହୋଇଯିବ।
ମଙ୍ଗଳ ଓ ବୁଧବାର ବହୁତ କିଛି ହାସଲ କରିବେ।
ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।
ଶନିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।
କୁମ୍ଭ- ରବି ଓ ସୋମବାର ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ମଙ୍ଗଳ ଓ ବୁଧବାର ଧନପ୍ରାପ୍ତି ହୋଇପାରେ।
ଗୁରୁ ଓ ଶୁକ୍ରବାର ନିଜର କାର୍ଯ୍ୟ ପ୍ରତି ନିଷ୍ଠାବାନ୍ ରହନ୍ତୁ।
ଶନିବାର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମୀନ- ରବି ଓ ସୋମବାର ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ।
ମଙ୍ଗଳ ଓ ବୁଧବାର କରିଥିବା ନିବେଶରୁ ଭଲ ଲାଭ ପାଇବେ।
ଗୁରୁ ଓ ଶୁକ୍ରବାର ଘରକୁ ବନ୍ଧୁ ଆସିବେ।
ଶନିବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।