Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
"ମେଷ- ରବି ଓ ସୋମବାର ଅଜଣା ବ୍ୟକ୍ତିଙ୍କୁ ବିଶ୍ବାସ କରନ୍ତୁ ନାହିଁ।
ମଙ୍ଗଳ ଓ ବୁଧବାର ନୂଆ କାର୍ଯ୍ୟରେ ସଫଳତା ପାଇବେ।
ଗୁରୁ, ଶୁକ୍ର ଓ ଶନିବାର ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସାହାଯ୍ୟ ପାଇବେ।Advertisment ବୃଷ- ରବି ଓ ସୋମବାର ବହୁ ଦିନର ବିବାଦ ସମାଧାନ ହୋଇଯିବ।
ମଙ୍ଗଳ ଓ ବୁଧବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।
ଗୁରୁ, ଶୁକ୍ର ଓ ଶନିବାର ନିବେଶ କରନ୍ତୁ ଭବିଷ୍ୟତରେ ଲାଭଦାୟକ ହେବ।
ମିଥୁନ- ରବି ଓ ସୋମବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ।
ମଙ୍ଗଳ ଓ ବୁଧବାର ଅନ୍ତରଙ୍ଗ ବନ୍ଧୁ ସହିତ ମିଶି ମନ ପ୍ରସନ୍ନ ହେବ।
ଗୁରୁ, ଶୁକ୍ର ଓ ଶନିବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।
କର୍କଟ- ରବି ଓ ସୋମବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ।
ମଙ୍ଗଳ ଓ ବୁଧବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ଗୁରୁ, ଶୁକ୍ର ଓ ଶନିବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ।
ସିଂହ- ରବି ଓ ସୋମବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।
ମଙ୍ଗଳ ଓ ବୁଧବାର ଅଫିସରେ ଉତ୍ତମ ପରିବେଶରେ ଖୁସି ରହିବେ।
ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
କନ୍ୟା- ରବି ଓ ସୋମବାର ନୂଆ ବ୍ୟବସାୟ ଓ ଆୟର ସାଧନ ସୃଷ୍ଟି ହେବ।
ମଙ୍ଗଳ ଓ ବୁଧବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ।
ଗୁରୁ, ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।
ଆହୁରି ପଢ଼ନ୍ତୁ- Raksha bandhan: ମହମ୍ମଦ ସିରାଜଙ୍କୁ ରାଖୀ ବାନ୍ଧିଲେ ଜନାଇ ଭୋସଲେ, ସ୍ନେହଭରା ପୋଷ୍ଟ ଭାଇରାଲ ତୁଳା- ରବି ଓ ସୋମବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ।
ମଙ୍ଗଳ ଓ ବୁଧବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ।
ଗୁରୁ, ଶୁକ୍ର ଓ ଶନିବାର ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ବିଛା- ରବି ଓ ସୋମବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।
ମଙ୍ଗଳ ଓ ବୁଧବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।
ଧନୁ- ରବି ଓ ସୋମବାର ପରିବାର ବିବାଦଠୁ ଦୂରରେ ରହନ୍ତୁ।
ମଙ୍ଗଳ ଓ ବୁଧବାର କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।
ଗୁରୁ, ଶୁକ୍ର ଓ ଶନିବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ମକର- ରବି ଓ ସୋମବାର କାରବାରରେ ଭାଇର ସହଯୋଗ ପାଇବେ।
ମଙ୍ଗଳ ଓ ବୁଧବାର ଅଫିସରେ ନୂଆ କାମ ମିଳିପାରେ।
ଗୁରୁ, ଶୁକ୍ର ଓ ଶନିବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ।
କୁମ୍ଭ- ରବି ଓ ସୋମବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।
ମଙ୍ଗଳ ଓ ବୁଧବାର ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।
ଗୁରୁ, ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।
ମୀନ- ରବି ଓ ସୋମବାର ଅଧୀନସ୍ଥ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ।
ମଙ୍ଗଳ ଓ ବୁଧବାର ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।
ଗୁରୁ, ଶୁକ୍ର ଓ ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
