Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Aug 23, 2026 - 00:13
Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ- ରବି ଓ ସୋମବାର ଭାବିଥିବା କାମ ପୂରା କରିପାରିବେ।

ମଙ୍ଗଳ, ବୁଧ ଓ ଗୁରୁବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ।

ଶୁକ୍ର ଓ ଶନିବାର ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।Advertisment ବୃଷ- ରବି ଓ ସୋମବାର ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ।

ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।

ମିଥୁନ- ରବି ଓ ସୋମବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

ମଙ୍ଗଳ, ବୁଧ ଓ ଗୁରୁବାର ଭଲ ବ୍ୟବହାରରେ ଆଖପାଖର ‌ଲୋକ ଖୁସି ରହିବେ।

ଶୁକ୍ର ଓ ଶନିବାର ମହିଳା ଅଧିକାରୀଙ୍କ ଦ୍ବାରା ଲାଭ ପାଇବେ।

କର୍କଟ- ରବି ଓ ସୋମବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।

ମଙ୍ଗଳ, ବୁଧ ଓ ଗୁରୁବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।

ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ।

ସିଂହ- ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ମଙ୍ଗଳ, ବୁଧ ଓ ଗୁରୁବାର କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ।

ଶୁକ୍ର ଓ ଶନିବାର ଧୀଶକ୍ତି ବଳରେ ବିରୋଧୀମାନଙ୍କୁ ଦୂରରେ ରଖିବେ।

କନ୍ୟା- ରବି ଓ ସୋମବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ।

ମଙ୍ଗଳ, ବୁଧ ଓ ଗୁରୁବାର କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।

ଶୁକ୍ର ଓ ଶନିବାର ଲୋକମାନଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ- Store Lemons: ଫ୍ରିଜ୍‌ରେ ରଖିବା ପରେ ବି ଲେମ୍ବୁ ଶୁଖିଯାଉଛି କି?

ଏପରି ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ତାଜା ରଖନ୍ତୁ...

ତୁଳା- ରବି ଓ ସୋମବାର ପାରିବାରିକ ଜୀବନ ସୁଖକର ହେବ।

ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ନିଜ ଜ୍ଞାନର ଭଲ ପ୍ରଦର୍ଶନ ଦେବେ।

ଶୁକ୍ର ଓ ଶନିବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ବିଛା- ରବି ଓ ସୋମବାର କୌଣସି କାମ ପାଇଁ ଦିମାକରେ ବୁଦ୍ଧି ଆସିବ।

ମଙ୍ଗଳ, ବୁଧ ଓ ଗୁରୁବାର ସାହିତ୍ୟ  ପ୍ରତି ଅନୁରାଗ ବଢ଼ିବ।

ଶୁକ୍ର ଓ ଶନିବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ।

ଧନୁ- ରବି ଓ ସୋମବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ।

ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ।

ଶୁକ୍ର ଓ ଶନିବାର ଧାର ଦେଇଥିବା ଅର୍ଥ ପାଇବେ।

ମକର- ରବି ଓ ସୋମବାର ଅର୍ଥର ଅଭାବ ଅନୁଭବ କରିପାରନ୍ତି।

ମଙ୍ଗଳ, ବୁଧ ଓ ଗୁରୁବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ।

ଶୁକ୍ର ଓ ଶନିବାର ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ।

କୁମ୍ଭ- ରବି ଓ ସୋମବାର ପୁଞ୍ଜି ନିବେଶ କରନ୍ତୁ ଲାଭଦାୟକ ରହିବ।

ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ସମସ୍ୟାର ସମାଧାନ ବାହାରିବ।

ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ।

ମୀନ- ରବି ଓ ସୋମବାର ଚାକିରି ବ୍ୟବସାୟରେ ପ୍ରଗତି ହେବ।

ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।

ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)