Weekly Horoscope 2026 August 02 to August 08: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
"ମେଷ- ରବିବାର ସୁଖ ସୁବିଧା ବୃଦ୍ଧି ହେବ।
ସୋମ ଓ ମଙ୍ଗଳବାର ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ।
ବୁଧ ଓ ଗୁରୁବାର ଚାକିରିଜୀବୀଙ୍କର ଉନ୍ନତି ହେବ।
ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।Advertisment ବୃଷ- ରବିବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।
ସୋମ ଓ ମଙ୍ଗଳବାର କୌଣସି ବଡ଼ ଦାୟିତ୍ବ ପାଇବେ।
ବୁଧ ଓ ଗୁରୁବାର ଅଫିସ୍ କାମରେ ଦୂରସ୍ଥାନକୁ ଯିବେ।
ଶୁକ୍ର ଓ ଶନିବାର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
ମିଥୁନ- ରବିବାର ଧର୍ମକାର୍ଯ୍ୟରେ ମନ ଲାଗିରହିବ।
ସୋମ ଓ ମଙ୍ଗଳବାର ବ୍ୟବସାୟରେ ଭଲ ପରିଣାମ ପାଇବେ।
ବୁଧ ଓ ଗୁରୁବାର ଭାଗ୍ୟର ଦ୍ବାର ଖୋଲିବ।
ଶୁକ୍ର ଓ ଶନିବାର ବୈବାହିକ ଜୀବନ ସୁଖମୟ ହେବ।
କର୍କଟ- ରବିବାର କୌଣସି ଲକ୍ଷ୍ୟ ପୂରା କରିବେ।
ସୋମ ଓ ମଙ୍ଗଳବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।
ବୁଧ ଓ ଗୁରୁବାର ଚାକିରିରେ ପଦୋନ୍ନତି ମିଳିବ।
ଶୁକ୍ର ଓ ଶନିବାର ଜୀବନରେ ନୂଆ ଖୁସି ଆସିବ।
ସିଂହ- ରବିବାର କାର୍ଯ୍ୟ ସଫଳ ହେବ।
ସୋମ ଓ ମଙ୍ଗଳବାର ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ।
ବୁଧ ଓ ଗୁରୁବାର ନୂଆ ଚାକିରିର ସୁଯୋଗ ଆସିବ।
ଶୁକ୍ର ଓ ଶନିବାର ପୁତ୍ର ପକ୍ଷରୁ ସୁଖ ପାଇବେ।
କନ୍ୟା- ରବିବାର ନିଜର ସ୍ଥିତିକୁ ମଜଭୁତ କରିବେ।
ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ।
ବୁଧ ଓ ଗୁରୁବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।
ଶୁକ୍ର ଓ ଶନିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।
ଆହୁରି ପଢ଼ନ୍ତୁ- CJP Protesters: ସରକାର କ"ଣ ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବେ: ଅଭିଜିତ୍ ଦୀପ୍କେ ତୁଳା- ରବିବାର ମାନସିକ ରୂପେ ସୁସ୍ଥ ରହିବେ।
ସୋମ ଓ ମଙ୍ଗଳବାର ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ।
ବୁଧ ଓ ଗୁରୁବାର ଘରର ପରିବେଶ ସକାରାତ୍ମକ ରହିବ।
ଶୁକ୍ର ଓ ଶନିବାର ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ।
ବିଛା- ରବିବାର ବୈବାହିକ ଜୀବନ ଭଲ ରହିବ।
ସୋମ ଓ ମଙ୍ଗଳବାର କାରବାର ବୃଦ୍ଧି ଲାଗି ସମୟ ଭଲ।
ବୁଧ ଓ ଗୁରୁବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।
ଶୁକ୍ର ଓ ଶନିବାର ମନପ୍ରାଣ ଢାଳି କାମ କରିବେ।
ଧନୁ- ରବିବାର ବ୍ୟବସାୟରେ ଲାଭ ହେବ।
ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ।
ବୁଧ ଓ ଗୁରୁବାର ପାଠପଢ଼ାରେ ମନ ଲାଗିବ।
ଶୁକ୍ର ଓ ଶନିବାର ପରିବାରରେ ଆପୋସୀ ତାଳମେଳ ରହିବ।
ମକର- ରବିବାର ବକେୟା ଅର୍ଥ ପାଇବେ।
ସୋମ ଓ ମଙ୍ଗଳବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ।
ବୁଧ ଓ ଗୁରୁବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।
ଶୁକ୍ର ଓ ଶନିବାର ପ୍ରିୟଜନଙ୍କଠାରୁ ଉପହାର ପାଇବେ।
କୁମ୍ଭ- ରବିବାର ଅଧୁରା ଥିବା କାମ ପୂରା ହେବ।
ସୋମ ଓ ମଙ୍ଗଳବାର ଭଲ ଲାଭର ଯୋଗ ରହିଛି।
ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ।
ଶୁକ୍ର ଓ ଶନିବାର ଭଲ ଜାଗାକୁ ବୁଲି ଯିବେ।
ମୀନ- ରବିବାର ଖର୍ଚ୍ଚ କମ୍ କରନ୍ତୁ।
ସୋମ ଓ ମଙ୍ଗଳବାର ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ।
ବୁଧ ଓ ଗୁରୁବାର ସରକାରୀ କାମ ପୂରା ହେବ।
ଶୁକ୍ର ଓ ଶନିବାର ଲାଗି ରହିଥିବା ସମସ୍ୟାର ସମାଧାନ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।