Varun's greatest achievement in life: ବରୁଣଙ୍କ ଜୀବନର ବଡ଼ ସଫଳତା

Aug 24, 2026 - 07:13
Varun's greatest achievement in life: ବରୁଣଙ୍କ ଜୀବନର ବଡ଼ ସଫଳତା

"ପ୍ରତ୍ୟେକଙ୍କ ପାଇଁ ସଫଳତାର ସଂଜ୍ଞା ଭିନ୍ନ ହୋଇଥାଏ।

ନିକଟରେ ବଲିଉଡ୍‌ ଅଭିନେତା ବରୁଣ ଧୱନ ନିଜ ଜୀବନର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଅଭିନୟ କ୍ୟାରିୟରରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ବରୁଣ ନିଜ ପାଇଁ ଏକ ଫାର୍ମ କିଣିବାକୁ ସବୁଠୁ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

ଏହା ତାଙ୍କ ପାଇଁ  କେବଳ ଏକ ସମ୍ପତ୍ତି ନୁହେଁ, ବରଂ ତାଙ୍କ ପରିଶ୍ରମ ଓ ଯାତ୍ରାର ଏକ ବିଶେଷ ଅଂଶ ବୋଲି ସେ ‌ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।Advertisment Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ ଚଳଚ୍ଚିତ୍ର ଜଗତର ବ୍ୟସ୍ତ ଜୀବନଠାରୁ ଦୂରରେ କିଛି ସମୟ ଶାନ୍ତିରେ ବିତାଇବା ପାଇଁ ଏହି ସ୍ଥାନ ତାଙ୍କୁ ଭଲ ଲାଗିଛି।

ନିଜ ଉପାର୍ଜନରେ ସେ କିଣିଥିବା ଏହି ଫାର୍ମକୁ ନେଇ ବରୁଣ ବେଶ୍‌ ଆନନ୍ଦିତ।

ବରୁଣଙ୍କ ଏହି ନୂଆ ଉପଲବ୍ଧି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଖୁସି କରିଛି।

ବରୁଣ ଧୱନ ଚଳଚ୍ଚିତ୍ର ଶିଳ୍ପରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି। "ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର"ରୁ ଅଭିନୟ ଜଗତରେ ପାଦ ରଖିଥିବା ବରୁଣ ପରେ ଭିନ୍ନ ଭିନ୍ନ ସ୍ବାଦର ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ତାଙ୍କ କ୍ୟାରିୟରରେ ଅନେକ ସଫଳ ଫିଲ୍ମ ରହିଛି।

ପିମ୍ପୁଡ଼ିକୁ ଘରକୁ ଆସିବାକୁ ଅଟକାନ୍ତୁ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)