US Military Strikes in Iran: ଇରାନ ଉପରେ ଆମେରିକୀୟ ସେନାର ଆକ୍ରମଣ, ବିସ୍ଫୋରଣରେ ଥରିଲା ଆବାସ ଏବଂ ସିରିକ୍
ଇରାନ ଉପରେ ଆମେରିକୀୟ ସେନାର ଆକ୍ରମଣ। ଇରାନର ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଆମେରିକାର ଆକ୍ରମଣ ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ଦୁଇଟି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଶୁଣାଯାଇଛି। ଚାବାହାର ଏବଂ କୋନାରକ ନିକଟରେ ମଧ୍ୟ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା।
ଯାହାକୁ ଇରାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମୁକାବିଲା କରିଥିଲା। ଆକ୍ରମଣ ପରେ ଚାବାହାରର କିଛି ଅଂଶରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି। ଏହାସହ କେତେକ ଇରାନୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଉଛି। ଆକ୍ରମଣ ନେଇ ପୂର୍ବରୁ ସୂଚନା ଦେଇଥିଲେ ଟ୍ରମ୍ପ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।