Union Bank: ୟୁନିୟନ ବ୍ୟାଙ୍କ ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ

Sep 18, 2026 - 21:54
Union Bank: ୟୁନିୟନ ବ୍ୟାଙ୍କ ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ

"ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାର କାନ୍ତ କର, ଉପ ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଓ ଜଟଣୀ ଶାଖା ପ୍ରବନ୍ଧକ କ୍ରିଷ୍ଣା ଡାଗୋରେ ଓ ଜଟଣୀ ଶାଖାର ୧୫୦ରୁ ଅଧିକ ବର୍ତ୍ତମାନ ଓ ପୁରୁଣା କର୍ମଚାରୀ ଉପସ୍ଥିତ ଥିଲେ।Advertisment ଆହୁରି ପଢନ୍ତୁ :Gajapati Forest Land Patta ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୮୫ ଆଦିବାସୀ ପରିବାର ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଜଟଣୀ କେ ଭି ବିଦ୍ୟାଳରେ ସାଇବର ନିରାପତ୍ତା ଓ ଆର୍ଥିକ ସାକ୍ଷରତା ଶିବିର ଓ ଜଟଣୀ ଶାଖାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)