Today Panchang 5th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 05, 2026 - 08:51
Today Panchang 5th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି – ୫ମୀ ଦିବା ୦୧.୩୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୧୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୦୧ ରୁ ୦୯.୩୯
ଦିବା – ୦୧.୨୯ ରୁ ୦୨.୫୫
ଦିବା – ୦୪.୪୦ ରୁ ୦୪.୪୭
ସନ୍ଧ୍ୟା  - ୦୬.୧୬ ରୁ ୦୭.୫୨
ରାତ୍ରି – ୧୦.୪୬ ରୁ ୧୨.୫୬
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୪୭ ରୁ ୦୬.୨୬
କାଳବେଳା - ଦିବା ୧୧.୫୧ ରୁ ୦୧.୨୯
ଇାରବେଳା - ଦିବା ୧୦.୧୨ ରୁ ୧୧.୫୧
କାଳରାତ୍ରି – ରାତ୍ରି ୦୧.୧୨ ରୁ ୦୨.୩୪