Today Panchang 2nd July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୨ ଗୁରୁବାର। ଚନ୍ଦ୍ର – ମକର ଅହୋରାତ୍ର ତିଥି – ୨ୟା ଦିବା ୦୯.୩୮ ଗତେ ୩ୟା। ଘାତଚନ୍ଦ୍ର – ସିଂହ ଅହୋରାତ୍ର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କରଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୯.୩୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୫.୧୫ ରୁ ୦୬.୦୮
ଦିବା – ୦୯.୩୮ ରୁ ୧୧.୨୪
ସନ୍ଧ୍ୟା – ୦୭.୦୯ ରୁ ୦୯.୧୯
ରାତ୍ରି – ୦୧.୧୨ ରୁ ୦୨.୨୨
ରାତ୍ରି – ୦୩.୪୯ ରୁ ୦୫.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୯ ରୁ ୦୩.୦୮
କାଳବେଳା - ଦିବା ୦୩.୦୮ ରୁ ୦୪.୪୭
ଇାରବେଳା - ଦିବା ୦୪.୪୭ ରୁ ୦୬.୨୫
କାଳରାତ୍ରି – ରାତ୍ରି ୧୧.୫୦ ରୁ ୦୧.୧୨