Today Panchang 23rd July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୩ ଗୁରୁବାର । ଚନ୍ଦ୍ର – ତୁଳା ସନ୍ଧ୍ୟା ୦୭.୦୧ ଗତେ ବିଛା । ତିଥି - ୯ମୀ ପ୍ରାତଃ ୦୭.୦୩ ଗତେ ୧୦ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୪୩ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୨ ରୁ ୦୭.୦୬
ଦିବା – ୧୦.୩୫ ରୁ ୦୧.୧୧
ରାତ୍ରି – ୦୨.୨୭ ରୁ ୦୩.୧୧
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୩୦ ରୁ ୦୩.୦୮
କାଳବେଳା - ଦିବା ୦୩.୦୮ ରୁ ୦୪.୪୫
ବାରବେଳା - ଦିବା ୦୪.୪୫ ରୁ ୦୬.୨୩
କାଳରାତ୍ରି – ରାତ୍ରି ୧୧.୫୩ ରୁ ୦୧.୧୫
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।