Today Panchang 20th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 20, 2026 - 08:39
Today Panchang 20th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୦ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର । ତିଥି - ୭ମୀ ରାତ୍ରି ୦୪.୦୩ ଗତେ ୮ମୀ । ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୪.୦୩ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୧ ରୁ ୦୬.୫୯
ଦିବା – ୧୦.୩୪ ରୁ ୦୧.୧୧
ଦିବା – ୦୪.୪୬ ରୁ ୦୫.୩୨
ସନ୍ଧ୍ୟା – ୦୭.୦୮ ରୁ ୦୯.୧୯
ରାତ୍ରି – ୧୧.୫୩ ରୁ ୦୨.୨୬
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୬.୫୯ ରୁ ୦୮.୩୭
କାଳବେଳା - ପ୍ରାତଃ ୦୬.୫୯ ରୁ ୦୮.୩୭
ବାରବେଳା - ଦିବା ୦୩.୦୮ ରୁ ୦୪.୪୬
କାଳରାତ୍ରି – ରାତ୍ରି ୧୦.୩୦ ରୁ ୧୧.୫୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।