Today Panchang 1st Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 01, 2026 - 08:59
Today Panchang 1st Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୧ ଶନିବାର।
ଚନ୍ଦ୍ର – କୁମ୍ଭ ଅହୋରାତ୍ର
ତିଥି - ୩ୟା ରାତ୍ରି ୧୧.୦୭ ଗତେ ୪ର୍ଥୀ
ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର
ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର
ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୪୪ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

ଶୁଭ ସମୟ 

ଦିବା – ୧୦.୧୬ ରୁ ୦୧.୧୦
ରାତ୍ରି – ୦୮.୩୩ ରୁ ୧୦.୪୬
ରାତ୍ରି – ୧୨.୧୫ ରୁ ୦୧.୪୪
ରାତ୍ରି – ୦୨.୨୮ ରୁ ୦୩.୫୭

ଅଶୁଭ ସମୟ 

ରାହୁକାଳ - ଦିବା ୦୮.୩୯ ରୁ ୧୦.୧୬
କାଳବେଳା - ପ୍ରାତଃ ୦୫.୨୬ ରୁ ୦୭.୦୨ ଓ ଦିବା ୦୪.୪୩ ରୁ ୦୬.୧୯
ବାରବେଳା - ଦିବା ୦୧.୨୯ ରୁ ୦୩.୦୬
କାଳରାତ୍ରି – ସନ୍ଧ୍ୟା ୦୬.୧୯ ରୁ ୦୭.୪୩ ଓ ରାତ୍ରି ୦୪.୦୩ ରୁ ୦୫.୨୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।