Today Panchang 14th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 14, 2026 - 09:33
Today Panchang 14th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୪ ମଙ୍ଗଳବାର । ଚନ୍ଦ୍ର - ମିଥୁନ ସନ୍ଧ୍ୟା ୦୬.୪୯ ଗତେ କର୍କଟ । ତିଥି – ଅମାବସ୍ୟା ଦିବା ୦୩.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର – କନ୍ୟା ରାଶିର ସନ୍ଧ୍ୟା ୦୬.୪୯ ପର୍ଯ୍ୟନ୍ତ । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୦ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୧୯ ରୁ ୦୬.୫୭
ଦିବା – ୦୯.୪୧ ରୁ ୧୨.୧୮
ଦିବା – ୦୪.୪୭ ରୁ ୦୫.୩୩
ସନ୍ଧ୍ୟା – ୦୬.୨୫ ରୁ ୦୭.୦୯
ରାତ୍ରି – ୦୯.୦୯ ରୁ ୧୦.୦୩
ରାତ୍ରି – ୧୨.୧୪ ରୁ ୦୨.୨୫
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୦୮ ରୁ ୦୪.୪୭
କାଳବେଳା - ଦିବା ୦୧.୩୦ ରୁ ୦୩.୦୮
ବାରବେଳା - ପ୍ରାତଃ ୦୬.୫୭ ରୁ ୦୮.୩୬
କାଳରାତ୍ରି – ରାତ୍ରି ୦୭.୪୭ ରୁ ୦୯.୦୯

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।