The Salary of Ambani's Drivers: ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଶୁଣିଲେ ଘୁରିଯିବ ମୁଣ୍ଡ

Jul 18, 2026 - 20:10
The Salary of Ambani's Drivers: ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଶୁଣିଲେ ଘୁରିଯିବ ମୁଣ୍ଡ

"ଭୁବନେଶ୍ବର: ମୁକେଶ ଅମ୍ବାନୀ…ଏହି ନାଁକୁ କିଏ ବା ନ ଚିହ୍ନେ।

ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ରହିଥାଏ ।

ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ସାମ୍ନାକୁ ଆସିଲେ ସେମାନଙ୍କ ପୋଷାକଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାର ବିଷୟ ପାଲଟିଯାଏ।

କାରରୁ ଓହ୍ଲାଇବା ମାତ୍ରେ ମିଡିଆର କ୍ୟାମେରା ସେମାନଙ୍କ ଉପରେ ଫୋକଶ ହୋଇଥାଏ ।

କିନ୍ତୁ କେବେ ଆପଣ ଭାବିଛନ୍ତି କି ଅମ୍ବାନୀ ପରିବାର ବ୍ୟବହାର କରୁଥିବା କୋଟି କୋଟି ଟଙ୍କାର ଗାଡ଼ିର ଡ୍ରାଇଭରମାନେ କେତେ ଦରମା ପାଆନ୍ତି?

ସାଧାରଣ ଡ୍ରାଇଭରଙ୍କ ତୁଳନାରେ ସେମାନଙ୍କ ପାରିଶ୍ରମିକ ଢେର ଗୁଣ ଅଧିକ ।

ତାଙ୍କ ଦରମା କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର କର୍ମଚାରୀଙ୍କ ଦରମାଠାରୁ କମ୍ ନୁହେଁ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।