07 JULY 2026

Welcome!

Unlock your personalized experience.
Sign Up

Syria explosions : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ସିରିଆ ଗସ୍ତ ବେଳେ ଦାମସକସ୍‌ରେ ୨ ଥର ବିସ୍ଫୋରଣ

Jul 07, 2026 - 14:41
Syria explosions : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ସିରିଆ ଗସ୍ତ ବେଳେ ଦାମସକସ୍‌ରେ ୨ ଥର ବିସ୍ଫୋରଣ

ନୂଆଦିଲ୍ଲୀ, ୭/୭ : ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସିରିଆ ଗସ୍ତ ବେଳେ ବିସ୍ଫୋରଣ। ସିରିଆ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାଜଧାନୀ ଦାମସକସ୍‌ ରେ ଲଗାତାର ୨ଟି ବିସ୍ଫୋରଣ ହୋଇଛି। ମାକ୍ରୋନ ରହୁଥିବା ହୋଟେଲ ନିକଟରେ ଧମାକା ହୋଇଥିବା ସୂଚନା ମିଳିଛି। ତେବେ ଫ୍ରାନ୍ସ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି। 

ଆହୁରି ପଢନ୍ତୁ- ଆଫ୍ରିକାରେ ଗଢ଼ାହେଉଛି ବିଶ୍ୱର ଦୀର୍ଘତମ ସବୁଜ ପ୍ରାଚୀର, ୧୧ ଦେଶକୁ ଯୋଡ଼ିବ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।