Suspended: ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାମଲା, ଦୁଇ କର୍ମଚାରୀ ନିଲମ୍ବିତ
"ଭୁବନେଶ୍ବର: ଗତ ମାସ ୩୧ ତାରିଖ ସକାଳୁ ମହିଳାଥାନାର ଟଏଲେଟରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ କମିସନରେଟ୍ ପୁଲିସ୍ ଦାୟିତ୍ୱରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି।
ଦାୟିତ୍ୱରେ ଅବହେଳା କାରଣରୁ ଦାୟିତ୍ୱରେ ଥିବା ଡିସିଓ ଓ ସେଣ୍ଟ୍ରିଙ୍କୁ ନିଲମ୍ବିତ କରାଯାଇଛି।Advertisment ପୁଲିସକୁ ଚକମା ଦେଇ ଫେରାର ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଏରଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସୁତାରଙ୍କ ପୁଅ ରୁଦ୍ର ପ୍ରସାଦ ସୁତାର (୨୫) ପୁଲିସକୁ ଚକମା ଦେଇ ସକାଳେ ଫେରାର ହୋଇଯାଇଥିଲେ।
ରୁଦ୍ର ଜଣେ ଦୁଷ୍କର୍ମ ଅଭିଯୁକ୍ତ।
ଏହି ଘଟଣାରେ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Abhijit Deepak: ଅଭିଜିତ୍ ଦୀପକେଙ୍କୁ ତୁରନ୍ତ ଗିରଫ କରାଯାଉ: ଲିଖିତ ଅଭିଯୋଗ ଦାଖଲ କଲେ ଫୈଜାନ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।