Sunny Deol: ସନିଙ୍କୁ ପଛରେ ପକାଇବେ ଇମରାନ୍!

Aug 20, 2026 - 22:53
Sunny Deol: ସନିଙ୍କୁ ପଛରେ ପକାଇବେ ଇମରାନ୍!

"ବଲିଉଡ଼ରେ  ଦୁଇ ଦିଗ୍ଗଜ ଅଭିନେତାଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର।

ଗୋଟିଏ ପଟେ ଇମରାନ୍ ହାସମୀଙ୍କ "ଆୱାରାପନ ୨" ରହିଛି ତ ଅନ୍ୟପଟେ ସନି ଦେଓଲଙ୍କ "ବଟୱାରା ୧୯୪୭" ରହିଛି।

ଏହି ଦୁଇଟି ସିନେମା ସମାନ ତାରିଖ ଅଗଷ୍ଟ ୧୪ରେ ସିନେମା ହଲରେ ରିଲିଜ ହୋଇଥିଲା।

ପ୍ରାରମ୍ଭରେ ଦୁଇଟି ଫିଲ୍ମ ବକ୍ସ ଅଫିସରେ ସମାନ ରେଜଲ୍ଟ ଦେଇଥିଲେ।

କିନ୍ତୁ ଏବେ ସେହି  ସମୀକରଣ ବଦଳିବାରେ ଲାଗିଛି।

ସନି ଦେଓଲଙ୍କୁ ପଛରେ ପକାଇ ଇମରାନ ଆଗକୁ  ଆଗେଇ ଚାଲିଛନ୍ତି।

ଏବେ ତାଙ୍କ ସିନେମା "ଆୱାରାପନ ୨" ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର କରିଛି ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)