Sundargarh: ସୁନ୍ଦରଗଡ଼ ଜେଲର ହତ୍ୟା ଅଭିଯୁକ୍ତ ଚମ୍ପଟ

Aug 26, 2026 - 08:29
Sundargarh: ସୁନ୍ଦରଗଡ଼ ଜେଲର ହତ୍ୟା ଅଭିଯୁକ୍ତ ଚମ୍ପଟ

"ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲର ବିଚାର ବିଭାଗୀୟ କକ୍ଷରୁ ଅଭିଯୁକ୍ତ ଫେରାର।

ମେଡିକାଲରୁ ଫେରାର ମାରିଲା ହତ୍ୟା ଅଭିଯୁକ୍ତଟେକଚାନ୍ଦ ବେହେରା ।

ତାର ସ୍ୱାସ୍ଥ୍ୟ ସମସ୍ୟା ନେଇ ଗତକାଲି ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ ।

ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରି ୱାର୍ଡରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ ।Advertisment ପୁଲିସ  ଖୋଜି ପାଉନାହନ୍ତି ହତ୍ୟା ଅଭିଯୁକ୍ତକୁ ପରିସ୍ରା ଯିବା ବାହାନା କରି ଫେରାର ମାରିଲା ଅଭିଯୁକ୍ତ ।

ଅଭିଯୁକ୍ତ ଟେକଚାନ୍ଦ ବେହେରା ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଏକ ହତ୍ୟାକାଣ୍ଡ ମାମଲାରେ ଜେଲକୁ ଆସିଥିଲା ।

ଜେଲ କର୍ତ୍ତୃପକ୍ଷ ଖୋଜିଖୋଜି କରି ନାକେଦମ ହେବା ପରେ ପୁଲିସ ଓ ଡ଼ଗ ସ୍କ୍ବାର୍ଡ ବି ଖୋଜି ପାଉନାହନ୍ତି ହତ୍ୟା ଅଭିଯୁକ୍ତକୁ।

Ganja: ଖାକିରେ "ଗଞ୍ଜେଇ" ଦାଗ: ୫ ବର୍ଷରେ ଜେଲ୍‌ ଗଲେଣି ୧୪ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)