Student: ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Aug 22, 2026 - 11:42
Student: ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

"ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ତୋୟାପୁଟ ଗାଁର ଛାତ୍ରୀ ଜଣକ ଗତକାଲି ଘରୁ କଲେଜ ଡ୍ରେସ ପିନ୍ଧି ପରିବାର ଲୋକଙ୍କୁ କଲେଜ ଯାଉଛି କହି ବାହାରିଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲା, ଏପରିକି ରାତିରେ ମଧ୍ୟ ଆଉ ଘରକୁ ଫେରି ନଥିଲା।

Advertisment ହତ୍ୟା ନା ଆତ୍ମହତ୍ୟା  ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ଏକ ଭାଲିଆ ବାଡ଼ରେ ଥିବା ଏକ ଚାକୁଣ୍ଡା ଗଛରେ ନିଜେ ପିନ୍ଧିଥିବା ଏକ ଓଢଣୀରେ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏ ପର୍ଯ୍ୟନ୍ତ ପହଂଚି ନାହିଁ।

୧୭ ବର୍ଷୀୟା ନାବାଳିକା ଝିଅଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ଓ ଏହାର କାରଣ କଣ ତାହା ତଦନ୍ତ ପରେ ହିଁ ଜଣା ପଡିବ।

Minor: ଜରି ବସ୍ତାରୁ ମିଳିଲା ନାବାଳକଙ୍କ ମୃତଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)