Stabbed: ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ

Oct 21, 2026 - 09:19
Stabbed: ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ

"ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି।

ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରାବଣପୋଡ଼ି ସମୟରେ କୌଣସି କାରଣରୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ।

ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

ତେଣେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ରାସ୍ତାରୋକ ହୋଇଛି।Advertisment Elephant: ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)