Sridevi Turns Into Janhvi!: ଶ୍ରୀଦେବୀ ପାଲଟିଲେ ଜାହ୍ନବୀ!

Nov 04, 2026 - 19:34
Sridevi Turns Into Janhvi!: ଶ୍ରୀଦେବୀ ପାଲଟିଲେ ଜାହ୍ନବୀ!

ନୂଆ ଲୁକ୍‌ରେ ଝଲସିଲେ ଜାହ୍ନବୀ।

ମାଆ ଶ୍ରୀଦେବୀଙ୍କ ଆଇକନିକ୍ 'ନାଗିନା' ଲୁକ୍‌କୁ ରିକ୍ରିଏଟ୍ କରି ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଜାହ୍ନବୀ କପୁର।

ହାଲୋୱିନ୍ ଅବସରରେ ମାଆଙ୍କ ଲୋକପ୍ରିୟ ଫିଲ୍ମ 'ନାଗିନା'ର ନାଗିନ୍ ଅବତାରରେ ନଜର ଆସିଛନ୍ତି ଜାହ୍ନବୀ।

ପୋଷାକଠାରୁ ଆରମ୍ଭ କରି ମେକ୍‌ଅପ୍ ଓ ପୋଜ୍‌ ପର୍ଯ୍ୟନ୍ତ, ସବୁଥିରେ ରହିଛି ଶ୍ରୀଦେବୀଙ୍କ ସେହି ପୁରୁଣା ଅନ୍ଦାଜର ଝଲକ।

ତେବେ କେବଳ ହାଲୋୱିନ୍ ପାଇଁ ଏହି ଲୁକ୍ ନା ଏହା ପଛରେ ଲୁଚିଛି ମାଆଙ୍କ ପ୍ରତି ଅନାବିଳ ଭଲପାଇବା?

ଆସନ୍ତୁ ଜାଣିବା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)