Snake Bite: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Aug 01, 2026 - 10:59
Snake Bite: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

"ସୋର: ବାଡ଼ିରେ ଜହ୍ନି ତୋଳୁଥିବା ବେଳେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁହୋଇଛି।

ସେ ହେଲେ  ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମେଘମାଧବ ଗ୍ରାମର  ସ୍ୱର୍ଣ୍ଣାଲତା ବାରିକ (୫୫)।

ସ୍ୱର୍ଣ୍ଣାଲତା ଆଜି ସକାଳେ ଘର ନିକଟରେ ଥିବା ବାଡ଼ିରେ ଜହ୍ନି ତୋଳୁଥିଲେ।

ଏହିସମୟରେ ଏକ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ିଥିଲା।

Advertisment ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Flood: ଦଶରଥପୁରରେ ଅବସ୍ଥା ସୁଧିରିନି: ଏବେ ବି ୧୯ ପଞ୍ଚାୟତର ୫୯ ଗାଁର ୮୦ ହଜାର ଲୋକ ଜଳବନ୍ଦୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।